ETV Bharat / state

ନୀଳଗିରିରେ ପଶିଲେ 42 ଝାଡଖଣ୍ଡୀ ହାତୀ

ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛନ୍ତି ଝାଡଖଣ୍ଡୀ ହାତୀପଲ। ପ୍ରାୟ 42ଟି ହାତୀ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି। ଅଧିକ ପଢନ୍ତୁ...

author img

By

Published : Nov 16, 2020, 12:59 PM IST

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀ
ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀ

ବାଲେଶ୍ଵର: ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛନ୍ତି ଝାଡଖଣ୍ଡୀ ହାତୀପଲ। ପ୍ରାୟ 42ଟି ହାତୀ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି। ଏହି ହାତୀପଲରେ ୫ ଟି ଦନ୍ତା ଓ ୭ ଟି ଛୁଆ ସମେତ ମୋଟ ୪୨ଟି ହାତୀ ଅଛନ୍ତି।

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀ

ହାତୀ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ବନବିଭାଗ ପକ୍ଷରୁ ହାତୀ ନିୟନ୍ତ୍ରଣ ପାଇଁ ପ୍ରୟାସ କରାଯାଇଛି। ହାତୀଙ୍କ ଗତିପଥ ଉପରେ ନଜର ରଖି ଘଉଡେଇବା କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷେ ହାତୀପଲଙ୍କ ପାଇଁ ଏବେ ଚିନ୍ତାରେ ଚାଷୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.