ETV Bharat / state

ରାସନ ସାମଗ୍ରୀ ହେରଫେର ନେଇ ଉତ୍ତେଜନା, ଡିଲରଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ - ଡିଲରଙ୍କୁ ଘେରିଲେ ଗ୍ରାମବାସୀ

ବାଲେଶ୍ବର ଜିଲ୍ଲା ସୋର ବ୍ଲକର ମାଣିପୁର ପଞ୍ଚାୟତ ଖୁଣ୍ଟା ଗ୍ରାମରେ ରାସନ ସାମଗ୍ରୀ ହେରଫେର ନେଇ ଉତ୍ତେଜନା । ଡିଲର ହିତାଧିକାରୀଙ୍କୁ ଚାଉଳ ନ ଦେଇ ହେରଫେର କରିବା ଅଭିଯୋଗରେ ଡିଲର ଘରେ ପହଞ୍ଚି ଗ୍ରାମବାସୀଙ୍କ ହୋ ହାଲ୍ଲା ଓ ପାଟିତୁଣ୍ଡ । ଅଧିକ ପଢନ୍ତୁ

pds rice mani pulation in soro blck
ରାସନ ସାମଗ୍ରୀ ହେରଫେର ନେଇ ଉତ୍ତେଜନା
author img

By

Published : Jan 17, 2022, 10:52 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ବ୍ଲକର ମାଣିପୁର ପଞ୍ଚାୟତ ଖୁଣ୍ଟା ଗ୍ରାମରେ ରାସନ ସାମଗ୍ରୀ ହେରଫେର ନେଇ ଉତ୍ତେଜନା । ଡିଲର ହିତାଧିକାରୀଙ୍କୁ ଚାଉଳ ନ ଦେଇ ହେରଫେର କରିବା ଅଭିଯୋଗରେ ଡିଲର ଘରେ ପହଞ୍ଚି ଗ୍ରାମବାସୀଙ୍କ ହୋ ହାଲ୍ଲା ଓ ପାଟିତୁଣ୍ଡ ।

ରାସନ ସାମଗ୍ରୀ ହେରଫେର ନେଇ ଉତ୍ତେଜନା

ତେବେ ଡିଲର ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନ ଦେଇ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଡିଲର ବିଜେନ୍ଦ୍ର ଦାସଙ୍କୁ ଘେରିବା ସହ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ।

ଅନ୍ୟପଟେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିବା ପରେ ଡିଲର ଓ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.