ETV Bharat / state

ସରସ୍ବତୀ ପୂଜା ଭସାଣିରେ ଗୋଷ୍ଠୀ ସଂଘର୍ଷ, 5 ଗୁରୁତର - gang fight

ସରସ୍ବତୀ ପୂଜା ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । 5 ଗୁରୁତର । ଅଧିକ ପଢନ୍ତୁ....

gang fight
ଦୁଇ ଗୋଷ୍ଠୀ ମୁହାଁମୁହିଁ
author img

By

Published : Feb 3, 2020, 9:56 PM IST

ବାଲେଶ୍ବର: ସରସ୍ବତୀ ପୂଜା ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଡିଜେ ବାଜିବାକୁ କେନ୍ଦ୍ର କରି ହାତାହାତି ହୋଇଛନ୍ତି ଦୁଇ ଗୋଷ୍ଠୀ । ଫଳରେ 5 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ବରର ସୋର ଥାନା ଅଧିନସ୍ଥ ଇଶ୍ବରପୁର ଓ ନଟପଡା ଗାଁର ଯୁବକଙ୍କ ମଧ୍ୟରେ ସରସ୍ବତୀ ପୂଜା ଭସାଣୀରେ ଡିଜେ ବାଜିବାକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଦୁଇ ଗୋଷ୍ଠୀ ମୁହାଁମୁହିଁ

ଏପରିକି, ଏକ ଗୋଷ୍ଠୀର କିଛି ଯୁବକମାନେ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଉଭୟ ଗାଁରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

Intro:Body:ସରସ୍ବତୀ ପୂଜା ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି।

ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ଇଶ୍ବରପୁର ଓ ନଟାପଡା ଗ୍ରାମର ଯୁବକ ମାନେ ସରସ୍ବତୀ ପୁଜା ଭସାଣୀରେ ଡିଜେ ବାଜିବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀର ୫ଜଣ ଅହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଆଉ ଏକ ଗୋଷ୍ଠୀର କିଛି ଯୁବକ ମାନେ ଘରେ ପଶି ମରଣାନ୍ତକ ଅକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଉଭୟ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ତିତି ସୃଷ୍ଟି ହୋଇଥିବାରୁ ଛକ ଛକରେ ପୁଲିସ ଫୋର୍ସ ମୃତୟନ କରାଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.