ETV Bharat / state

ସାବଧାନ ଶତ୍ରୁ, ପୁଣି ବ୍ରହ୍ମୋସର ସଫଳ ପରୀକ୍ଷଣ

ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇଟିଆର ନିର୍ଦ୍ଦେଶକ ।

author img

By

Published : Jun 4, 2019, 9:10 PM IST

ଫାଇଲ ଫଟୋ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । 3-ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ସକାଳ 10 ଟା 30ରେ ଏହି ପରୀକ୍ଷଣ କରାଯାଇଥିଲା ।

ଚାନ୍ଦିପୁର ଘାଟିରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ସୂଚନା ଦେଇଛନ୍ତି ଆଇଟିଆର ନିର୍ଦ୍ଦେଶକ ଡ଼. ବିନୟ କୁମାର ଦାସ । ତେବେ ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ସମସ୍ତ ବୌଜ୍ଞାନିକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ତେବେ ବିଶ୍ବର ସବୁଠାରୁ ଦ୍ରୁତତମ କ୍ରୁଜ ମିସାଇଲ ବ୍ରହ୍ମୋସର ଏହା ରୁଟିନ ପରୀକ୍ଷଣ ଥିଲା ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

dfsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.