ETV Bharat / state

ପୋଖରୀରେ ବୁଡି ଯୁକ୍ତ ତିନି ଛାତ୍ର ମୃତ

ବାଲେଶ୍ବରରେ ମଙ୍ଗଳବାର ସକାଳେ ଘଟିଛି ଏକ ଦୁଃଖଦ ଘଟଣା । ଗାଧୋଉ ଥିବାବେଳେ ପୋଖରୀରେ ବୁଡି ଜଣେ ଯୁକ୍ତ 3 ଛାତ୍ରର ମୃତ୍ୟୁ ଘଟିଛି ।

author img

By

Published : Jun 25, 2019, 8:37 PM IST

ଫଟୋ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପୋଖରୀରେ ବୁଡି ଜଣେ ମୃତ । ମୃତକ ହେଲେ ଫକୀରମୋହନ ନଗର ଅଞ୍ଚଳର ଯୁକ୍ତ 3ର ଛାତ୍ର ଲଳିତ ନାୟକ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୂତାବକ, ଲଳିତ ତାଙ୍କ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ । ଖବରପାଇ ବାଲେଶ୍ବର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲଳିତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ସହରର ଫକୀର ମୋହନ ନଗର ଅଞ୍ଚଳରେ ଜଣେ ଛାତ୍ର ପୋଖରୀ ରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Body:ଫକୀର ମୋହନ ନଗର ଅଞ୍ଚଳର ଛାତ୍ର ଲଳିତ ନାୟକ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ସେ ବୁଡି ଯାଇଥିଲେ ବୋଲି ସୂଚନା ମିଳିଛି। ଖବର ପାଇ ବାଲେଶ୍ୱର ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଲଳିତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Conclusion:ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମୃତ ଲଳିତ ଫକୀର ମୋହନ କଲେଜର ଯୁକ୍ତ 3 ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ବୋଲି ଜଣାପଡ଼ିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.