ETV Bharat / state

ଅଧ୍ୟାପିକାଙ୍କ ବହିଷ୍କାର ଦାବି, ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟିଲେ କମର୍ଦ୍ଦା କଲେଜ ଛାତ୍ରଛାତ୍ରୀ

ଭୋଗରାଇସ୍ଥିତ କମର୍ଦ୍ଦା ଡିଗ୍ରୀ କଲେଜ ଅଧ୍ୟାପିକାଙ୍କୁ ବହିଷ୍କାର ଦାବି । ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଛାତ୍ରଛାତ୍ରୀ । ତାଙ୍କ ପାଖକୁ ଟ୍ୟୁସନ୍‌ ଯାଉନଥିବା ପିଲାଙ୍କୁ କମ ମାର୍କ ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ତାଙ୍କର ବହିଷ୍କାର ଦାବି କରିଛନ୍ତି।

author img

By

Published : Sep 24, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଭୋଗରାଇ କମର୍ଦ୍ଦା ଡିଗ୍ରୀ କଲେଜ ଅଧ୍ୟାପିକାଙ୍କୁ ବହିଷ୍କାର ଦାବି । ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଛାତ୍ରଛାତ୍ରୀ । ତାଙ୍କ ପାଖକୁ ଟ୍ୟୁସନ୍‌ ଯାଉନଥିବା ପିଲାଙ୍କୁ କମ ମାର୍କ ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ତାଙ୍କର ବହିଷ୍କାର ଦାବି କରିଛନ୍ତି।

କଲେଜର ଏଜୁକେସନ ଅଧ୍ୟାପିକା ନିଜ ପାଖରେ ଟ୍ୟୁସନ୍‌ ପାଇଁ ପିଲାଙ୍କୁ ବାଧ୍ୟ କରୁଛନ୍ତି । ଯେଉଁ ପିଲା ତାଙ୍କ ପାଖରେ ଟ୍ୟୁସନ୍‌ ହେଉନାହାଁନ୍ତି ଅଧ୍ୟାପିକା ସେମାନଙ୍କୁ ପରୀକ୍ଷାରେ କମ ମାର୍କ ଦେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହାକୁ ନେଇ ଛାତ୍ରଛାତ୍ରୀ ଗତ ସୋମବାର କଲେଜ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେ କୌଣସି କଥାକୁ କର୍ଣ୍ଣପାତ କରି ନଥିଲେ। ଏଥିପ୍ରତି କଲେଜ ଅଧ୍ୟକ୍ଷ ଦୃଷ୍ଟି ନଦେବାରୁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ଅଧ୍ୟାପିକାଙ୍କ ବହିଷ୍କାର ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ଭୋଗରାଇ କମର୍ଦ୍ଦା ଡିଗ୍ରୀ କଲେଜରେ ଜଣେ ଅଧ୍ୟାପିକାଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

Body:କଲେଜରେ ଏଜୁକେସନ ଅଧ୍ୟାପିକା ନିଜ ପାଖରେ ଟିୟୁସନ ପଢିବା ପାଇଁ ପିଲାମାନଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଯେଉଁ ପିଲାମାନେ ତାଙ୍କ ପାଖରେ ଟିୟୁସନ ହେଉନାହାନ୍ତି ଅଧ୍ୟାପିକା ସେମାନଙ୍କୁ ପରୀକ୍ଷାରେ କମ ମାର୍କ ଦେଉଥିବା ଛାତ୍ରଛାତ୍ରୀ କହିଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଗତକାଲି ସୋମବାର କଲେଜ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ଅଧ୍ୟକ୍ଷ କୌଣସି କଥାକୁ କର୍ଣ୍ଣପାତ କରି ନଥିଲେ।

Conclusion:ଅଧ୍ୟାପିକା ଜଣଙ୍କ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ନାନା କଥା କହି ଧମକାଉଥିବା ବେଳେ ଏଥିପ୍ରତି କଲେଜ ଅଧ୍ୟକ୍ଷ ଦୃଷ୍ଟି ନଦେବାରୁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ଅଧ୍ୟାପିକାଙ୍କ ବହିଷ୍କାର ଦାବି କରିଛନ୍ତି।
ବାଇଟ- ଛାତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.