ETV Bharat / state

ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଧାରଣା ବସିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ - ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଧାରଣାରେ ଶିକ୍ଷକ ଓ ଛାତ୍ରଛାତ୍ରୀ

ବାଗୁଡି ପ୍ରାରମ୍ଭିକ ସରକାରୀ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀ 3 ଦିନ ଧରି ଧାରଣାରେ ବସିଛନ୍ତି।

balasore
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 30, 2019, 3:33 PM IST

ବାଲେଶ୍ବର: ଜିଲ୍ଲାର ସୋର ବ୍ଲକ ଅଧିନସ୍ଥ ବାଗୁଡି ପ୍ରାରମ୍ଭିକ ସରକାରୀ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀ 3ଦିନ ଧରି ଧାରଣାରେ ବସିଛନ୍ତି। ଧାରଣାକାରୀଙ୍କ ପାଖରେ ଜନପ୍ରତିନିଧି ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅଧ୍ୟକ୍ଷାଙ୍କ ବଦଳି ଆଦେଶ ନହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ଧାରଣାକାରୀ କହିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ଜରୁରୀ ହୋଇ ପଡିଥିବା ବେଳେ, ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ଫେରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅଧିନ ବାଗୁଡି ପ୍ରାରମ୍ଭିକ ସରକାରୀ ଶିକ୍ଷକ ଶିକ୍ଷାଅନୁଷ୍ଠାନର ଅଧ୍ୟକ୍ଷାଙ୍କ ମାନମୁଖୀ କାର୍ଯ୍ୟକୁ ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ 3ଦିନ ଧରି ଧାରଣାରେ ବସିଛନ୍ତି।
ଧାରଣାକାରୀଙ୍କ ପାଖରେ ଜନପ୍ରତିନିଧିମାନେ ପହଂଚି ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅଧ୍ୟକ୍ଷାଙ୍କ ବଦଳି ଆଦେଶ ନହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ଧାରଣାକାରୀମାନେ କହିଛନ୍ତି। ତେବେ ଏଦିଗରେ ଉପରିସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ଜରୁରୀ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ଫେରିବା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.