ETV Bharat / state

ବାଲେଶ୍ଵରରେ କ୍ରୀଡାମନ୍ତ୍ରୀଙ୍କ ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ - କ୍ରୀଡାମନ୍ତ୍ରୀ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

ଜିଲ୍ଲାରେ କ୍ରୀଡ଼ା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

Sports Minister Tusharkanti Behera visits Balasore district
ବାଲେଶ୍ଵର ଗସ୍ତରେ କ୍ରୀଡାମନ୍ତ୍ରୀ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା
author img

By

Published : Dec 18, 2021, 7:10 PM IST

Updated : Dec 18, 2021, 7:35 PM IST

ବାଲେଶ୍ଵର: ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ବାଲେଶ୍ବର ଜିଲ୍ଲାରେ କ୍ରୀଡ଼ା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ଯୋଗଦେଇଛନ୍ତି ।

ପଞ୍ଚାୟତ ସ୍ତରୀୟ ଖେଳ ପଡିଆ ଉନ୍ନତିକରଣର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଥମେ ସେ ରେମୁଣା ବ୍ଲକ୍ ବରୁଣ ସିଂ ପଞ୍ଚାୟତର ରୂପାବାଲି ଖେଳପଡ଼ିଆରେ ପହଞ୍ଚିଥିଲେ।

ବାଲେଶ୍ଵରରେ କ୍ରୀଡାମନ୍ତ୍ରୀଙ୍କ ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ

ଏହାମଧ୍ୟ ପଢନ୍ତୁ: ୟୋନେସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ତାଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ରହିଥିଲେ। ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମିକୁ ସୁଦୃଢ଼ ଓ କ୍ରୀଡାବିତ୍ ମାନଙ୍କ ମନୋବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ।

ଏହିକ୍ରମରେ ଶନିବାର ବରୁଣ ସିଂ ପଞ୍ଚାୟତର ରୂପା ବାଲି ଖେଳପଡ଼ିଆରେ ୪୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଖେଳ ପଡିଆ ପାଇଁ ଶିଳାନ୍ୟାସ କରାଯାଇଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Dec 18, 2021, 7:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.