ETV Bharat / state

SERIES TEMPLE LOOT: 3 ମନ୍ଦିରରୁ 4 ଲକ୍ଷର ସୁନା ଲୁଟିନେଲେ ଦୁର୍ବୃତ୍ତ

ସିଂଲା ଥାନା ଅଞ୍ଚଳରେ ସିରିଜ ଲୁଟ(Series loot) । ତିନୋଟି ମନ୍ଦିରରୁ ପ୍ରାୟ 4 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

TEMPLE LOOT: 3ଟି ମନ୍ଦିରରୁ 4ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

author img

By

Published : Nov 24, 2021, 3:46 PM IST

ବାଲେଶ୍ବର: ସିଂଲା ଥାନା ଅଞ୍ଚଳରେ ଥିବା ମନ୍ଦିରରୁ ସିରିଜ ଲୁଟ(Series loot) । ତିନୋଟି ମନ୍ଦିରରୁ (TEMPLE LOOT) ପ୍ରାୟ 4ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ହୋଇଛି ଅଭିଯୋଗ । ସୂଚନା ଅନୁସାରେ, ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗ୍ରାମରେ ଥିବା ଜଗନ୍ନାଥ , ଲକ୍ଷ୍ମୀ ଏବଂ ଶିବ ମନ୍ଦିରର ତାଲା ଭାଙ୍ଗି ତିନି ଠାକୁରଙ୍କ ସମସ୍ତ ସୂନା ଅଳଙ୍କାର ଲୁଟିନେବା ସହ ଠାକୁରଙ୍କ ଦାନହୁଣ୍ତି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

TEMPLE LOOT: 3ଟି ମନ୍ଦିରରୁ 4ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ତେବେ ଆଜି(ବୁଧବାର) ଭୋର ସମୟରେ ଠାକୁରଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ତାଲା ଭାଙ୍ଗି ପଡିଥିବାର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.