ETV Bharat / state

୮ ଦଫା ଦାବି ନେଇ ସ୍କିମ ୱାର୍କରଙ୍କ ଜେଲ ଭରୋ ଆନ୍ଦୋଳନ

author img

By

Published : Mar 6, 2020, 8:34 PM IST

ସ୍କିମ ପ୍ରଥା ଉଚ୍ଛେଦ, ସର୍ବନିମ୍ନ 21 ହଜାର ଟଙ୍କା ମଜୁରୀ ପ୍ରଦାନ କରିବା, ସାମାଜିକ ସୁରକ୍ଷା ଦେବା, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ଶ୍ରମଜୀବୀ ମହିଳାମାନଙ୍କୁ ନିରାପତ୍ତା ଭଳି 8 ଦଫା ଦାବି ନେଇ ସ୍କିମ ୱାର୍କରମାନଙ୍କ ଜେଲ ଭରୋ ଆନ୍ଦୋଳନ। ଆଗକୁ ପଢନ୍ତୁ..

movement-for-4-point-demand
movement-for-4-point-demand

ବାଲେଶ୍ଵର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ 8 ଦଫା ଦାବି ନେଇ ସ୍କିମ ୱାର୍କର ମାନଙ୍କ ଜେଲ ଭରୋ ଆନ୍ଦୋଳନ। ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସିଆଇଟିୟୁ ନେତୃତ୍ବରେ ସ୍କିମ ୱାର୍କରମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ।

୮ ଦଫା ଦାବି ନେଇ ସ୍କିମ ୱାର୍କରଙ୍କ ଜେଲ ଭରୋ ଆନ୍ଦୋଳନ

ସେଠାରେ ସ୍କିମ ପ୍ରଥା ଉଚ୍ଛେଦ, ସର୍ବନିମ୍ନ 21 ହଜାର ଟଙ୍କା ମଜୁରୀ ପ୍ରଦାନ କରିବା, ସାମାଜିକ ସୁରକ୍ଷା ଦେବା, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ଶ୍ରମଜୀବୀ ମହିଳାମାନଙ୍କୁ ନିରାପତ୍ତା ଭଳି ଦାବି ଉପସ୍ଥାପନ କରାଯାଇଥିଲା । ଦାବି ସମୂହକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେଲ ଭରୋ ଆନ୍ଦୋଳନ କରାଯାଇଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.