ETV Bharat / state

ଟିଏମସି ସେଣ୍ଟରରେ ପ୍ରବାସୀଙ୍କ ମନ ଜିଣିଲେ ସରପଞ୍ଚ

author img

By

Published : Aug 17, 2020, 7:31 PM IST

ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତର ହୋଇଥିବା ଟିଏମସି ସେଣ୍ଟରରେ ପ୍ରବାସୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ସରପଞ୍ଚ ସାଜିଛନ୍ତି ଉଦାହରଣ ।

Sarpanch won the hearts of migrants at TMC Center
ଟିଏମସି ସେଣ୍ଟରରେ ପ୍ରବାସୀଙ୍କ ମନ ଜିଣିଲେ ସରପଞ୍ଚ

ବାଲେଶ୍ଵର: ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତର ହୋଇଥିବା ଟିଏମସି ସେଣ୍ଟରରେ ପ୍ରବାସୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ସରପଞ୍ଚ ସାଜିଛନ୍ତି ଉଦାହରଣ । ଟିଏମସିରେ ଥିବା ପ୍ରବାସୀମାନଙ୍କ ପାଇଁ ସରପଞ୍ଚ ଶକୁନ୍ତଳା ମଲ୍ଲିକ ଉତ୍ତମ ଚିକିତ୍ସା, ସେବା, ଖାଦ୍ୟପେୟର ସୁବ୍ୟବସ୍ଥା, ତଥା ବିଭିନ୍ନ ପର୍ବପର୍ବାଣି ପାଳନ କରି ପ୍ରବାସୀଙ୍କ ମନ କିଣିଛନ୍ତି ।

ଏମିତିକି ସରପଞ୍ଚଙ୍କ ଏମିତି କାର୍ଯ୍ୟରେ ଟିଏମସି ପରିଦର୍ଶନରେ ଆସିଥିବା ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରବାସୀମାନେ ଘରକୁ ଯିବାବେଳେ ସରପଞ୍ଚ ସେମାନଙ୍କୁ ଫୁଲରେ ବିଦାୟ ଦେଇଥିଲେ । ଯାହାକି ଉକ୍ତ ସେଣ୍ଟର ଏବେ ଆଦର୍ଶ ଟିଏମସି ସେଣ୍ଟର ଭାବେ ପରିଗଣିତ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.