ETV Bharat / state

ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ

author img

By

Published : Feb 5, 2020, 2:56 PM IST

ବାଲେଶ୍ବର ଜିଲ୍ଲା ବାମପଦା ଛକର 16 ନଂ ଜାତୀୟ ରାଜପଥରେ ରାସ୍ତାର ଦୁରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ
ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ

ବାଲେଶ୍ବର: ରେମୁଣା ବାମପଦା ଛକ ଠାରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଦୀର୍ଘ ସମୟ ରାସ୍ତାରୋକ ପରେ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା । ବାଲେଶ୍ବର ଜିଲ୍ଲା ବାମପଦା ଛକର 16 ନଂ ଜାତୀୟ ରାଜପଥରେ ରାସ୍ତାର ଦୁରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ରାସ୍ତା ମରାମତି, ଓଭର ବ୍ରିଜ ନିର୍ମାଣ, ସର୍ଭିସ ରୋଡ଼ ମରାମତି ଦାବି କରି ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି ।

ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ

ଏହା ପୂର୍ବରୁ ଆନ୍ଦୋଳନ ପରେ ଏନଏଚଏଆଇ ପିଡ଼ି ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥଲେ । ମାତ୍ର ପ୍ରତିଶୃତିକୁ ଦୀର୍ଘଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଆଗାମୀ 7 ଦିନ ଭିତରେ ମରାମତି କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ରେମୁଣା ବାମପଦା ଛକ ଠାରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଦୀର୍ଘ ସମୟ ରାସ୍ତାରୋକ ପରେ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।
ବାମପଦା ଛକର 16 ନଂ ଜାତୀୟ ରାଜପଥରେ ରାସ୍ତାର ଦୁରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏନେଇ ରାସ୍ତା ମରାମତି, ଓଭର ବ୍ରିଜ ନିର୍ମାଣ, ସର୍ଭିସ ରୋଡ଼ ମରାମତି ଦାବି କରି ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ଏହା ପୂର୍ବରୁ ଆନ୍ଦୋଳନ ପରେ ଏନଏଚଏଆଇ ପିଡ଼ି ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥଲେ। ମାତ୍ର ପ୍ରତିଶୃତିକୁ ଦୀର୍ଘଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଘଟଣା ସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଆଗାମୀ 7 ଦିନ ଭିତରେ ମରାମତି କାର୍ଯ୍ୟ ତ୍ବରାନ୍ନିତ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.