ETV Bharat / state

ଟ୍ରକ ଓଲଟି ଡ୍ରାଇଭର ମୃତ

ବାଲେଶ୍ୱର ବସ୍ତା ରାଜପଥରେ ଏକ ଟ୍ରକ ଓଲଟି ଡ୍ରାଇଭର ମୃତ । ପୋଲିସର ତଦନ୍ତ ଜାରି ।

author img

By

Published : May 8, 2019, 7:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ବସ୍ତା ରାଜପଥରେ ଦୁର୍ଘଟଣା । ଏକ ଟ୍ରକ ରାସ୍ତା ତଳକୁ ଓଲଟି ପଡିବା ଯୋଗୁଁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ବାଲେଶ୍ୱରରୁ ଏକ ମାଛ ଦାନା ବୋଝେଇ ଟ୍ରକ କୋଲକାତା ଅଭିମୁଖେ ଯାଉଥିଲା । ବସ୍ତା ବ୍ଲକ 60 ନମ୍ବର ଜାତୀୟ ରାଜପଥର ଗୁଡିଖାଳ ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଟ୍ରକ ତଳେ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ତେବେ ଡ୍ରାଇଭରଙ୍କ ଘର ବିହାର ବୋଲି ଜଣାପଡିଥିବାଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.