ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଓପିଡିରେ ତାଲା ପକାଇଲେ ରୋଗୀଙ୍କ ସମ୍ପର୍କୀୟ - ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ବାଲେଶ୍ବର ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଓପିଡି ବିଭାଗକୁ ଭଙ୍ଗାରୁଜା କରିବା ସହ ତାଲା ପକାଇଲେ ରୋଗୀ ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 5, 2019, 12:00 PM IST

ବାଲେଶ୍ବର: ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ହସ୍ପିଟାଲର ଓପିଡିରେ ତାଲା ପକାଇଲେ ରୋଗୀ ସମ୍ପର୍କୀୟ । ଗତକାଲି ମନ୍ଦାରପୁର ଅଞ୍ଚଳର ଜଣେ ରୋଗୀ ନିଶ୍ବାସ ନେବାରେ କଷ୍ଟ ହେବାରୁ ରେମୁଣା ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ସମ୍ପର୍କୀୟଙ୍କ ଦେଖା ଦେଇଛି ଅସନ୍ତୋଷ ।

ଊିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମେଡିକାଲ ଓପିଡି ବିଭାଗରେ ଭଙ୍ଗାରୁଜା କରିବା ସହ ତାଲା ପକାଇଥିଲେ ଉତ୍ତ୍ୟକ୍ତ ଲୋକେ । ଏହି ଘଟଣା ବିଷୟରେ ଜଣାପଡିବା ପରେ ରେମୁଣା ପୋଲିସ ମେଡିକାଲ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟ ତାଲା ପକାଇଥିବା ଜଣାପଡିଛି। ମେଡିକାଲରେ ସ୍ବାସ୍ଥ୍ୟସେବା ବିପର୍ଜ୍ୟସ୍ତକୁ ନେଇ ଏମିତି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ମନ୍ଦାରପୁର ଅଞ୍ଚଳର ଜଣେ ରୋଗୀ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ରେମୁଣା ମେଡିକାଲ ନିଆଯାଇଥିଲା। ମାତ୍ର ଡାକ୍ତରଙ୍କ ଅନୁପସ୍ଥିତି ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା। ମେଡିକାଲରେ ସ୍ବାସ୍ଥ୍ୟସେବା ବିପର୍ଜ୍ୟସ୍ତକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲରେ ଭଙ୍ଗାରୁଜା କରିବା ସହ ଗେଟରେ ତାଲା ପକାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ରେମୁଣା ପୋଲିସ ମେଡିକାଲ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପଟେ ମେଡିକାଲରେ ନିଯୁକ୍ତ ଡାକ୍ତର ଶାନ୍ତିଲତା ଗିରି ଗତକାଲି ଠାରୁ ଅନୁପସ୍ଥିତ ଅଛନ୍ତି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.