ETV Bharat / state

କୃଷି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ - ଓଡିଶା କୃଷକ ସଭା

ସିଟୁ, ଓଡିଶା କୃଷକ ସଭା ଓ କ୍ଷେତ ମଜଦୂର ସଭା ପକ୍ଷରୁ ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ କୃଷକଙ୍କ ସମସ୍ୟା,ଋଣଛାଡ ଏବଂ ପେନସନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ଵର
author img

By

Published : Sep 5, 2019, 11:51 PM IST

ବାଲେଶ୍ଵର : ଜିଲ୍ଲାପାଳ ଅଫିସ ସମ୍ମୁଖରେ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଭାରତୀୟ ବାଣିଜ୍ୟ ସଙ୍ଗଠନ (ସିଟୁ), ଓଡିଶା କୃଷକ ସଭା ଓ କ୍ଷେତ ମଜଦୂର ସଭା ପକ୍ଷରୁ 11 ଦଫା ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ଵର

କୃଷିଜାତ ଦ୍ରବ୍ୟର ମୋଟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ପ୍ରଦାନ, କୃଷକଙ୍କ ଋଣଛାଡ, କୃଷକ ଓ କୃଷି ଶ୍ରମିକଙ୍କୁ ମାସିକ 5 ହଜାର ଟଙ୍କା ପେନସନ ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବାକୁ ନେଇ ଏହି ବିକ୍ଷୋବ କରାଯାଇଛି। ଏହି ବିକ୍ଷୋଭର ନେତୃତ୍ବ ପ୍ରଦୀପ୍ତ ପଣ୍ଡା, ପ୍ରେମରଞ୍ଜନ ପାତ୍ର, ଶିଶିର ହୁଇ ପ୍ରମୁଖ ନେଇଥିଲେ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲାପାଳ ଅଫିସ ସମ୍ମୁଖରେ 3 ପ୍ରମୁଖ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିଟୁ, ଓଡିଶା କୃଷକ ସଭା ଓ କ୍ଷେତ ମଜଦୂର ସଭା ପକ୍ଷରୁ 11 ଦଫା ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କୃଷିଜାତ ଦ୍ରବ୍ୟର ମୋଟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ପ୍ରଦାନ, କୃଷକମାନଙ୍କ ଋଣ ଛାଡ କରିବା, କୃଷକ ଓ କୃଷି ଶ୍ରମିକମାନଙ୍କୁ ମାସିକ 5 ହଜାର ଟଙ୍କା ପେନସନ ପ୍ରଦାନ କରିବା, ଭାଗଚାଷିଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା ଭଳି ଦାବି ଉଠିଥିଲା। ଏଥିରେ ପ୍ରଦୀପ୍ତ ପଣ୍ଡା, ପ୍ରେମରଂଜନ ପାତ୍ର, ଶିଶିର ହୁଇ ପ୍ରମୁଖ ନେତୃତ୍ୱ ନେଇଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.