ETV Bharat / state

ନିରାଡମ୍ବର ଭାବରେ ପାଳିତ ହେବ ଚନ୍ଦ୍ରଭାଗା ଉତ୍ସବ - chanadrabhaga festival

ବାଲେଶ୍ବର ଜିଲ୍ଲାର ଏବର୍ଷ ଅଗ୍ରଣୀ ଅନୁଷ୍ଠାନ ଚନ୍ଦ୍ରଭାଗା ଉତ୍ସବକୁ ନିରାଡମ୍ବର ଭାବର ଭାବରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ନିରାଡମ୍ବର ଭାବରେ ପାଳିତ ହେବ ଚନ୍ଦ୍ରଭାଗା ଉତ୍ସବ

author img

By

Published : Dec 25, 2020, 12:29 PM IST

ବାଲେଶ୍ବର: ଚଳିତ ବର୍ଷ କୋରୋନା ପାଇଁ ସବୁ ପୂଜା ପାର୍ବଣ କେବଳ ପରମ୍ପରା ପାଇଁ ପାଳନ ହୋଇଛି । ନା ଅଛି ସାଜସଜ୍ଜା ନା ଅଛି ଜନଗହଳି । ସେହିପରେ ବାଲେଶ୍ବର ଜିଲ୍ଲାର ଏ ବର୍ଷ ଅଗ୍ରଣୀ ଅନୁଷ୍ଠାନ ଚନ୍ଦ୍ରଭାଗା ଉତ୍ସବକୁ ନିରାଡମ୍ବର ଭାବରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

ଚନ୍ଦ୍ରଭାଗା ଅନୁଷ୍ଠାନର ଜନ୍ମଦିନ ଅବସରରେ ପ୍ରତି ବର୍ଷ ଡିସେମ୍ବର 31ତାରିଖରେ ଚନ୍ଦ୍ରଭାଗା ଉତ୍ସବ ପାଳନ କରାଯାଏ । ନାଚ, ଗୀତ ନାଟକରେ ଆଠଦିନ ଧରି ପାଳନ କରାଯାଏ ଏହି ଉତ୍ସବ । ହେଲେ ଏ ବର୍ଷ କେରୋନା କଟକଣା ପାଇଁ ଆଠଦିନ ବଦଳରେ ମାତ୍ର ଚାରିଦିନ ଧରି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

ନିରାଡମ୍ବର ଭାବରେ ପାଳିତ ହେବ ଚନ୍ଦ୍ରଭାଗା ଉତ୍ସବ

ତେବେ ଆଗରୁ ଏହି ଉତ୍ସବରେ ପୁସ୍ତକ ମେଳା ଓ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ହେଲେ ଏ ସବୁକୁ ବାତିଲ କରାଯାଇଛି । ବିଶେଷ ଭାବରେ ଆଗାମୀ ଯୁବପୀଢିକୁ ଉତ୍ସାହିତ କରିବାକୁ ଏହି ଉତ୍ସବ ପାଳନ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚନ୍ଦ୍ରଭାଗା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଦେବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.