ETV Bharat / state

ଅଙ୍ଗନୱାଡି କେନ୍ଦ୍ରରେ ପିଲା ଖାଉଛନ୍ତି ପ୍ଲାଷ୍ଟିକ ଅଣ୍ଡା !

author img

By

Published : Feb 16, 2020, 5:47 PM IST

ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଅଣ୍ଡା । ଆତଙ୍କିତ ଜିଲ୍ଲାବାସୀ। ଅଧିକ ପଢନ୍ତୁ....

Plastic Eggs In Balasores Aganwadi
ପ୍ଲାଷ୍ଟିକ ଅଣ୍ଡା ଆତଙ୍କ

ବାଲେଶ୍ଵର: ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଅଣ୍ଡା ! ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ସୁଖଦୁଃଖିଆ ଅଙ୍ଗନବାଡି କେନ୍ଦ୍ରରୁ । ଯେଉଁଠାରେ ପିଲାମାନଙ୍କୁ ଶନିବାର ପ୍ଲାଷ୍ଟିକ ଅଣ୍ଡା ଦିଆଯାଇଥିବା ଅଭିଭାବକମାନେ କହିଛନ୍ତି । ଅଣ୍ଡା ଗୁଡିକୁ ଭାଙ୍ଗିଲେ ତାହା ପ୍ଲାଷ୍ଟିକ ଭଳି ଟାଣ ଲାଗୁଥିବା ଜଣାପଡିଛି। ଜଳେଶ୍ବର ବଜାରରୁ ଏହି ଅଣ୍ଡା କିଣାଯାଇ ପିଲାମାନଙ୍କୁ ଦିଆଯାଇଥିବା ଜଣାପଡିଛି।

ପ୍ଲାଷ୍ଟିକ ଅଣ୍ଡା ଆତଙ୍କ

ଅନ୍ୟପଟେ ପ୍ଲାଷ୍ଟିକ ଅଣ୍ଡା ଜଳେଶ୍ବର ବଜାରରେ ବୁଲିବା ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.