ETV Bharat / state

ସରକାରୀ କାର୍ଯ୍ୟରେ ବିଳମ୍ବ ପ୍ରତିବାଦରେ ଗଣଧାରଣା

ସରକାରୀ କାର୍ଯ୍ୟରେ ବିଳମ୍ବ ନେଇ ତାତିଛନ୍ତି ସାଧାରଣ ଜନତା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଥିବାରୁ ଗଣଧାରଣାକୁ ଓହ୍ଲାଇଛନ୍ତି ସାଧାରଣ ଲୋକେ ।

author img

By

Published : Jun 6, 2019, 7:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ସରକାରୀ କାର୍ଯ୍ୟରେ ବିଳମ୍ବ ନେଇ ତାତିଛନ୍ତି ସାଧାରଣ ଜନତା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଥିବାରୁ ଗଣଧାରଣାକୁ ଓହ୍ଲାଇଛନ୍ତି ସାଧାରଣ ଲୋକେ । ଘଟଣାଟି ହେଉଛି ବାଲିଆପାଳ ତହସିଲ ଅଫିସ ସାମ୍ନାର । ଯେଉଁଠାରେ ନିଜର ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୀର୍ଘ ଦିନ ଧରି ବାଲିଆପାଳ ତହସିଲରେ ହେଉଥିବା ସରକାରୀ କାର୍ଯ୍ୟରେ ବିଳମ୍ବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛଲନ୍ତି ଲୋକେ । ଲୋକଙ୍କ ଅଭିଯୋଗ ମୁତାବକ ତହସିଲରେ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ପଟ୍ଟା ନକଲ, ଆଫିଡେଭିଟ ଆଦି ଅନେକ କାମ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି ।

ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ଫଳ ଶୂନ । ଫଳରେ ଦୀର୍ଘ ଦିନର ଅସନ୍ତୋଷ ଉଗ୍ରରୂପ ନେଇ ଆନ୍ଦୋଳନରେ ପହଞ୍ଚିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ସରକାରୀ କାର୍ଯ୍ୟରେ ବିଳମ୍ବ ନେଇ ତହସିଲ ଆଗରେ ଧାରଣା
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 6/06/2019
ଆଙ୍କର-  ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ସମ୍ମୁଖରେ ସରକାରୀ କାର୍ଯ୍ୟରେ ବିଳମ୍ବକୁ ନେଇ ସାମୁହିକ ଭାବେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ବାଲିଆପାଳ ତହସିଲରେ ହେଉଥିବା ବିଭିନ୍ନ ପ୍ରକାରର ଜାତିଗତ ପ୍ରମାଣପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ପଟା ନକଲ ,ଏଫିଡେଭିଟ  ଆଦି  ଛୋଟଛୋଟ କାମ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଦୀର୍ଘ ଦିନ ଧରି ସାଧାରଣ ଜନତା ଓ ଅମଲା ମାନଙ୍କର ପୁଞିଭୁତ ଅସନ୍ତୋଷ ଆଜି ଗଣଧାରଣାର ରୂପ ନେଇଥିଲା। ଏହାର ପ୍ରତିବାଦରେ ସାମୁହିକ ଭାବେ ଧାରଣା ଦିଆଯାଇଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.