ETV Bharat / state

ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ - ବାଲେଶ୍ୱର

ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଚୋରି ଅଭିଯୋଗରେ ଜଣେ ନାବାଳକକୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 20, 2019, 10:03 PM IST

ବାଲେଶ୍ୱର: ଜିଲ୍ଲାର ସୋର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଚୋରି ଅଭିଯୋଗରେ ଜଣେ ନାବାଳକକୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ତଳେ ସୋର ଥାନା ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂଙ୍କ ଘରୁ ୧୨ ହଜାର ଟଙ୍କା ଓ ଏକ ନୂଆ ସାଇକେଲ ଚୋରି ହୋଇଯାଇଥିଲା । ପରେ ତାଙ୍କ ଝିଆରୀ ଠାରୁ ୧ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ତେବେ କୌଣସି ସୂତ୍ରରୁ ଏହି ସମସ୍ତ ଚୋରି ପଛରେ ଜଣେ ନାବାଳକ ରହିଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ବିଶନ ନାବାଳକକୁ ଫୋନରେ ଡାକିବା ପରେ ନାବାଳକ ଜାତୀୟ ରାଜପଥ ଉତ୍ତରେଶ୍ବର ଗଳାପୋଲ ନିକଟକୁ ଆସିବାରୁ ପୂର୍ବ ଯୋଜନା ଅନୁସାରେ ନାବାଳକକୁ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଛନ୍ତି ।

ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ନାବାଳକକୁ ଉଦ୍ଧାର କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 20/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଚୋରି ଅଭିଯୋଗରେ ଜଣେ ନାବାଳକକୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ,  ଗତ କିଛିଦିନ ତଳେ ସୋର ଥାନା ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂଙ୍କ ଘରୁ ୧୨ ହଜାର ଟଙ୍କା ଓ ଏକ ନୂଆ ସାଇକେଲ ଚୋରୀ ହୋଇଯାଇଥିଲା। ପରେ ତାଙ୍କ ଝିଆରୀ ଠାରୁ ୧ ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। କୌଣସି ସୂତ୍ରରୁ ବିଶନ ସମସ୍ତ ଚୋରି ପଛରେ ଜଣେ ନାବାଳକ ରହିଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ବିଶନ ନାବାଳକକୁ ଫୋନରେ ଡାକିବା ପରେ ନାବାଳକ ଜାତୀୟ ରାଜପଥ ଉତ୍ତରେଶ୍ବର ଗଳାପୋଲ ନିକଟକୁ ଆସିବାରୁ ପୂର୍ବ ଯୋଜନା ଅନୁସାରେ ନାବାଳକକୁ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ଦେଇଥିଲେ। ଘଟଣା ସ୍ଥଳରେ ସୋ ପୁଲିସ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.