ETV Bharat / state

ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା - school strike in balasore

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ହସନପୁର ଆଶ୍ରମ ସ୍କୁଲରେ ଅଭିଭାବକମାନେ ପୁଣି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏଥର ପ୍ରଧାନଶିକ୍ଷକଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସପକ୍ଷରେ ଧାରଣା ଦେଇଥିବା ଜଣାପଡିଛି ।

ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା
author img

By

Published : Nov 8, 2019, 6:33 AM IST

ବାଲେଶ୍ବର: ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା । ହେଲେ ଏଥର ପ୍ରଧାନଶିକ୍ଷକଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସପକ୍ଷରେ ଅଭିଭାବକମାନେ ଧାରଣା ଦେଇଛନ୍ତି । ଗତ 2 ତାରିଖ ସ୍କୁଲର ପ୍ରଧାନ ଶିକ୍ଷକ ଆଶ୍ରମର ସୁପରିଟେଣ୍ଡେଣ୍ଟଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ସ୍କୁଲ ପିଲା ଓ ଅଭିଭାବକମାନେ ସେମାନଙ୍କୁ ସ୍କୁଲ ବାହାରକୁ ଘୋଷାରି ଆଣି ମାଡ଼ ମାରିବା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।ହେଲେ ସେମାନଙ୍କୁ ପୁନଃ ଅବସ୍ଥାପିତ ପାଇଁ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେଇଛନ୍ତି ।

ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ହସନପୁର ଆଶ୍ରମ ସ୍କୁଲରେ ଅଭିଭାବକମାନେ ପୁଣି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ହେଲେ ଏଥର ପ୍ରଧାନଶିକ୍ଷକଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସପକ୍ଷରେ ଅଭିଭାବକମାନେ ଧାରଣା ଦେଇଥିବା ଜଣାପଡିଛି। ଗତ 2 ତାରିଖ ସ୍କୁଲର ପ୍ରଧାନ ଶିକ୍ଷକ ଆଶ୍ରମର ସୁପରିଟେଣ୍ଡେଣ୍ଟଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସ୍କୁଲ ପିଲା ଓ ଅଭିଭାବକମାନେ ସେମାନଙ୍କୁ ସ୍କୁଲ ବାହାରକୁ ଘୋଷାରି ଆଣି ମାଡ଼ ମାରିବା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ମାତ୍ର ସେହିମାନଙ୍କୁ ପୁନଃ ଅବସ୍ଥାପିତ ପାଇଁ ପୁଣିଥରେ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେଇଥିଲେ ବୋଲି ଜଣାପଡିଛି। ଅନ୍ୟପଟେ ଏହା ପଛରେ ରାଜନୈତିକ ଆକ୍ରୋଶ ରହିଥିବା ସନ୍ଦେହ କରାଯାଉଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.