ବାଲେଶ୍ୱର: ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ତଥା ସିମୁଳିଆର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଲେଶ୍ବରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ସେଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ତାଙ୍କୁ ଭେଟିଥିଲେ ଆମ ବାଲେଶ୍ବର ସମ୍ବାଦଦାତା । ସିମୁଳିଆକୁ ଅବହେଳା ତଥା ଜିଲ୍ଲା ପର୍ଯ୍ୟଟନର ସ୍ଥିତି ବିଷୟରେ ସେ କଣ କହିଛନ୍ତି ଦେଖନ୍ତୁ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ