ETV Bharat / state

ଟ୍ରେନରେ କଟି ଜଣେ ଯୁବକ ଓ ବୃଦ୍ଧ ମୃତ

author img

By

Published : Mar 14, 2020, 10:57 AM IST

ସ୍ଥାନୀୟ ସୋର ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ଯୁବକ ଓ ଜଣେ ବୃଦ୍ଧଙ୍କ ମୃତ୍ୟୁ । ଶନିବାର ସକାଳେ ରେଳ ଲାଇନ ନିକଟରେ ଉଭୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା ।

train hit 2 persons to death, 2 persons died after getting hit by train, balesore latest news, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଟ୍ରେନରେ କଟି 2 ମୃତ, ଟ୍ରେନ ଧକ୍କାରେ 2 ମୃତ
ଟ୍ରେନରେ କଟି ଜଣେ ଯୁବକ ଓ ବୃଦ୍ଧ ମୃତ

ବାଲେଶ୍ବର: ସ୍ଥାନୀୟ ସୋର ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ଯୁବକ ଓ ଜଣେ ବୃଦ୍ଧଙ୍କ ମୃତ୍ୟୁ । ଶନିବାର ସକାଳେ ରେଳ ଲାଇନ ନିକଟରେ ଉଭୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା ।

ଟ୍ରେନରେ କଟି ଜଣେ ଯୁବକ ଓ ବୃଦ୍ଧ ମୃତ

ତେବେ ସୋର ପ୍ଲାଟଫର୍ମ ନିକଟରେ ଶୁକ୍ରବାର ରାତିରେ ଏକ ଟ୍ରେନ ଧକ୍କାରେ ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୋର ସମୟରେ ଗୌହାଟୀ ଏକ୍ସପ୍ରେସ ଧକ୍କାରେ ଯୁବକ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ପରିଚୟ ମିଳି ନଥିବା ବେଳେ ରେଳବାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.