ETV Bharat / state

ସାଇକେଲ ଆରୋହୀ ଉପରେ ମାଡିଗଲା ଟ୍ରକ - ସଡକ ଦୁର୍ଘଟଣା

ବାଲେଶ୍ବର ଜିଲ୍ଲା ସଦର ଥାନା ସାହୁପଡା ଛକ ନିକଟରେ ହୋଇଛି ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସୁରେନ୍ଦ୍ର ଦାସ ନାମକ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର
author img

By

Published : Aug 9, 2019, 2:30 PM IST

ବାଲେଶ୍ବର: ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ । ବାଲେଶ୍ବର ଜିଲ୍ଲା ସଦର ଥାନା ସାହୁପଡା ଛକ ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ସୁରେନ୍ଦ୍ର ଦାସ ନାମକ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ସୂଚନା ଅନୁସାରେ, ଆଜି ଭୋର ସମୟରେ ବାଲେଶ୍ବର ନୂଆବଜାରକୁ ପରିବା ବ୍ୟବସାୟ ପାଇଁ ଗଣ୍ଡରଦା ଅଞ୍ଚଳର ସୁରେନ୍ଦ୍ର ଦାସ ସାଇକେଲରେ ଆସୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତରଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ସଦର ଥାନା ସାହୁପଡ଼ା ଛକ ନିକଟରେ ଏକ ଦୁର୍ଘଟଣାରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଆଜି ଭୋର ସମୟରେ ବାଲେଶ୍ୱର ନୂଆବଜାରକୁ ପରିବା ବ୍ୟବସାୟ ପାଇଁ ଗଣ୍ଡରଦା ଅଞ୍ଚଳର ସୁରେନ୍ଦ୍ର ଦାସ ଆସୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.