ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା, ପାଉଣା ପାଇନଥିବା ଅଭିଯୋଗ - ବାଲେଶ୍ବର ଖବର

କୋଭିଡ ପରିଚାଳନା କାର୍ଯ୍ୟରେ ନିୟୋଜିତ ସେବିକା ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 3 ମାସିଆ ଚୁକ୍ତି ଆକାରରେ ସେବୀକାମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନେ ଏବେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ଅଧିକ ଖବର ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା, ପାଉଣା ପାଇଁନଥିବା ଅଭିଯୋଗ

author img

By

Published : Nov 25, 2020, 7:12 PM IST

ବାଲେଶ୍ବର: ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ବାଲେଶ୍ଵରରେ ଥିବା କୋଭିଡ ହସ୍ପିଟାଲ ତଥା ବିଭିନ୍ନ କୋଭିଡ ପରିଚାଳନା କାର୍ଯ୍ୟରେ ନିୟୋଜିତ ସେବିକାମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା, ପାଉଣା ପାଇଁନଥିବା ଅଭିଯୋଗ

3 ମାସିଆ ଚୁକ୍ତି ଆକାରରେ ସେବିକାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନେ ଏବେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ଏହାସହ 3 ମାସ ଧରି ସେମାନେ କୋଭିଡ ରୋଗୀଙ୍କ ସେବା କରିବା ପରେ ମଧ୍ୟ ସରକାରୀ ସ୍ତରରେ କୌଣସି ପାଉଣା ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସେମାନଙ୍କୁ ସେମାନଙ୍କ ଦରମା ଶୀଘ୍ର ଦିଆହୋଇଯିବ ଓ ଚୁକ୍ତି ଭିତ୍ତିକ ନିଯୁକ୍ତିର ଅବଧି ଶେଷ ହୋଇଥିବାରୁ ପୁନଃ ନିଯୁକ୍ତି ବାବଦରେ ଏଠି ନିଷ୍ପତ୍ତି ନେବା ସମ୍ଭବ ନୁହେଁ ବୋଲି ସିଡିଏମଓ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.