ETV Bharat / state

ବେତନ ବୃଦ୍ଧି ଓ ସରକାରୀ ସୁବିଧା ଦାବି କରି ଆନ୍ଦୋଳନରେ ନର୍ସ - ବାଲେଶ୍ବର ନର୍ସ ଆନ୍ଦୋଳନ

ସରକାରୀ ସୁବିଧା ଓ ବେତନ ବୃଦ୍ଧି ଦାବି କରି ଆନ୍ଦୋଳନ କଲେ କୁରୁଡା ଜ୍ୟୋତି ହସ୍ପିଟାଲ ନର୍ସ ।

kruda in Balasore district
ବାଲେଶ୍ବର ଆନ୍ଦୋଳନ କଲେ ନର୍ସ
author img

By

Published : May 29, 2020, 4:01 PM IST

ବାଲେଶ୍ଵର: ସରକାରୀ ସୁବିଧା ଦାବି କରି ଆନ୍ଦୋଳନ କଲେ କୁରୁଡ଼ା ଜ୍ୟୋତି ହସ୍ପିଟାଲର ନର୍ସ । ବର୍ତ୍ତମାନ ଏହି ହସ୍ପିଟାଲଟି କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହୋଇଥିବାରୁ ଏବାବାଦକୁ ସରକାରୀ ସୁବିଧା ପାଇଁ ନର୍ସମାନେ ଦାବି କରିଛନ୍ତି। ହସ୍ପିଟାଲର 62 ନର୍ସ ଥିବା ବେଳେ ସେମାନେ ଏବେ କୋଭିଡ ଡ୍ୟୁଟି କରୁଛନ୍ତି। ସେଥିପାଇଁ ସେମାନଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା ଯୋଗାଇଦେବା ସହ ପୂର୍ବରୁ ଦୁଇଜଣ ନର୍ସ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତ ନର୍ସମାନଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ଦାବି କରିଛନ୍ତି।

ବାଲେଶ୍ବର ଆନ୍ଦୋଳନ କଲେ ନର୍ସ

ଏହାସହ ବେତନ ବୃଦ୍ଧି ପାଇଁ ଦାବି କରି ନର୍ସମାନେ ଗେଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଅନ୍ୟପଟେ କୋଭିଡ 19 ପାଇଁ ସ୍ବତନ୍ତ୍ର ଭାବେ ନିୟୋଜିତ ହୋଇଥିବା ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କୁ ମିଳୁଥିବା ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଜ୍ୟୋତି ହସ୍ପିଟାଲ ନର୍ସମାନଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.