ETV Bharat / state

ବାହୁଡା ଯାତ୍ରା: ନୀଳଗିରିରେ ଆରମ୍ଭ ହେଲା ରଥଟଣା

ସବୁଆଡେ ବାହୁଡା ଯାତ୍ରା ସରିଥିବା ବେଳେ ନୀଳଗିରି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ।

author img

By

Published : Jul 13, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରି ବାହୁଡାଯାତ୍ରାର ଆଜି(13 ଜୁଲାଇ) ଦ୍ୱିତୀୟଦିନ । ଦ୍ବିତୀୟ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ରଥ ଟଣାଯାଇଛି । ଶୁକ୍ରବାର ଗୁଣ୍ଡିଚାମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ଆଜି ପୁଣି ପୁରା ପରିବେଶ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ।

ସେହିପରି ରାଧାକିଶୋର ଜୀଉଙ୍କ ପାଇଁ ନିର୍ମିତ ରଥକୁ ମହିଳାମାନେ ଟାଣିଥିଲେ । ଅଧରାସ୍ତା ପର୍ଯ୍ୟନ୍ତ ପରମ୍ପରା ଅନୁସାରେ ତିନିଠାକୁରଙ୍କ ରଥ ଟଣାଯାଇଥିଲା । ତିନିଠାକୁର ରଥରେ ରାତ୍ରିଯାପନ କରିବାପରେ ଆସନ୍ତାକାଲି ରଥଟଣାଯାଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅନ୍ୟପଟେ ଇମାମି ନଗରରେ ମହାପ୍ରଭୁଙ୍କ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସକାଳ 6ଟାରୁ ସନ୍ଧ୍ୟା ଯାଏ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ବାହୁଡାଯାତ୍ରାର ଦ୍ୱିତୀୟଦିନ ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଆଜି ରଥାଟଣାଯାଇଛି।

Body:ଗତକାଲି ଗୁଣ୍ଡିଚାମନ୍ଦିରରୁ ଚଦୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ଆଜି ରଥଦାଣ୍ଡ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସେହିପରି ରାଧାକିଶୋର ଜୀଉ ଙ୍କ ପାଇଁ ନିର୍ମିତ ରଥକୁ ମଧ୍ୟ ମହିଳା ମାନେ ଟାଣିଥିଲେ। ଅଧରାସ୍ତା ପର୍ଯ୍ୟନ୍ତ ପରମ୍ପରା ଅନୁସାରେ ତିନିଠାକୁର ଙ୍କୁ ରଥ ଟଣାଯାଇଥିଲା। ଆଜି ତିନିଠାକୁର ରଥରେ ରାତ୍ରିଯାପନ କରିବାପରେ ଅସନ୍ତାକାଲି ରଥଟଣାଯାଇ ଜଗନ୍ନାଥ ମନ୍ଦିର ରେ ପହଞ୍ଚିବେ।
ଅନ୍ୟପଟେ ଇମାମି ନଗରରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସକାଳ 6ଟାରୁ ସନ୍ଧ୍ୟା ଯାଏ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.