ETV Bharat / state

ନାଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ଖଇରା ମେଡ଼ିକାଲ ପଛରେ ଥିବା ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ ।

newborn child dead body found in drain
ନାଳରେ ଭାସୁଛି ନବଜାତ ଶିଶୁ
author img

By

Published : Dec 5, 2019, 3:20 PM IST

ବାଲେଶ୍ଵର: ଜିଲ୍ଲା ଖଇରା ମେଡ଼ିକାଲ ପଛରେ ଥିବା ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ଶିଶୁଟି ଏହି ନାଳରେ ଭାସୁଥିବା ଦେଖିବାକୁ ମିଳିଛି । ତେବେ ଛୁଆଟି କାହାର କିପରି ଏଠାକୁ ଆସିଲା ଜଣାପଡିନାହିଁ ।

ନାଳରେ ଭାସୁଛି ନବଜାତ ଶିଶୁ

ଗୁରୁବାର ଲୋକେ ଶିଶୁଟିକୁ ଭାସୁଥିବା ଦେଖି ଖଇରା ପୋଲିସକୁ ଖବର ଦେଇଥିଲେ। ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରିଛି। ତେବେ କେଉଁ ପରିସ୍ଥିତିରେ ଶିଶୁଟି ମେଡିକାଲ ପଛପଟ ନାଳରେ ପଡ଼ିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ। ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ହେଉଛି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଖଇରା ମେଡ଼ିକାଲ ପଛ ପଟରେ ଥିବା ଡ୍ରେନ ରେ ଏକ ନବଜାତ ଶିଶୁ ଭାସୁଥିବା ଦେଖିବାକୁ ମିଳିଛି।
ଆଜି ଲୋକମାନେ ଶିଶୁଟି ଭାସୁଥିବା ଦେଖି ଖଇରା ପୋଲିସକୁ ଖବର ଦେଇଥିଲେ। ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରିଛି। ତେବେ କେଉଁ ପରିସ୍ଥିତିରେ ଶିଶୁଟି ମେଡିକାଲର ପଛପଟ ନାଳରେ ପଡ଼ିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ। ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତର ଆଵଶ୍ୟକତା ରହିଛି ବୋଲି ଚର୍ଚ୍ଚା ହେଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.