ETV Bharat / state

ନୀଳଗିରିରେ କନ୍ୟା ରତ୍ନକୁ ଅଲୋଡା

author img

By

Published : Aug 8, 2019, 2:38 PM IST

ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ନବଜାତକ ଉଦ୍ଧାର । ପରେ ଶିଶୁର କାନ୍ଦିବା ଶୁଣି ଆରତୀଙ୍କ ପରିବାର ଲୋକେ ଶିଶୁକୁ ଉଦ୍ଧାର କରିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ବର: ଅଲୋଡା ହେଉଛି କନ୍ୟା ରତ୍ନ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ନବଜାତକକୁ କେହି ଜଣେ ପିଣ୍ଢାରେ ଶୁଆଇ ଚାଲିଯାଇଥିବା ଜଣାପଡ଼ିଛି । ପରେ ଉକ୍ତ ପରିବାର ପକ୍ଷରୁ ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତୀ ସିଂଙ୍କ ନାମକ ଜଣେ ମହିଳାଙ୍କ ଘରେ କେହି ଜଣେ ନିର୍ଦ୍ଦୟ ବ୍ୟକ୍ତି ଶିଶୁକନ୍ୟାକୁ ଛାଡି ଚାଲିଯାଇଥିଲା । ପରେ ଶିଶୁର କାନ୍ଦିବା ଶୁଣି ଆରତୀଙ୍କ ପରିବାର ଲୋକେ ଶିଶୁକୁ ଉଦ୍ଧାର କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ ହେଁ କେହି ଫୋନ ଉଠାଇ ନଥିଲେ । ତେବେ ବୁଧବାର ରାତିରେ ଶିଶୁଟି ଆରତୀଙ୍କ ପାଖରେ ରହିଥିଲା । ପରେ ଗ୍ରାମବାସୀଙ୍କ ସହଯୋଗରେ ଆଜି ସକାଳେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଶିଶୁର ଚିକିତ୍ସା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ନବଜାତ ଶିଶୁକୁ ଜଣଙ୍କ ପିଣ୍ଡାରେ ଶୁଆଇ ଚାଲିଯାଇଥିବା ଜଣାପଡ଼ିଛି। ପରେ ଉକ୍ତ ପରିବାର ଶିଶୁକୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତି ସିଂଙ୍କ ଘରେ କେହି ଜଣେ ନିର୍ଦୟ ବ୍ୟକ୍ତି ଏକ ନବଜାତ ଶିଶୁ କନ୍ୟାକୁ ଛାଡି ଦେଇଥିଲେ। ଶିଶୁ କନ୍ୟାଟିର କାନ୍ଦ ଶୁଣି ପରିବାର ଲୋକେ ତାକୁ ଜୀବିତ ଅବସ୍ଥାରେ ସେଠାରୁ ଉଦ୍ଧାର କରିଥିଲେ। ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାଇବାପରେ ଗ୍ରାମବାସୀ ଚାଇଲଡ଼ ଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ ହେଁ କେହି ଫୋନ ଉଠାଇନଥିଲେ। ରାତିରେ ଶିଶୁଟି ଆରତୀ ପାଖରେ ଥିବାବେଳେ ଗ୍ରାମବାସୀଙ୍କ ସହଯୋଗରେ ଆଜି ସକାଳେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.