ETV Bharat / state

ପିଉସା ଛୁରାମାଡରେ ପୁତୁରା ଗୁରୁତର

ଘରୋଇ କଳହକୁ ନେଇ ବାଲେଶ୍ୱର ଜିଲ୍ଲା ମହାପଦା ଗାଁରେ ପିଉସାର ଛୁରା ମାଡ଼ରେ ପୁତୁରା ଗୁରୁତର । ଗୁରୁତର ପୁତୁରାକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 21, 2019, 8:18 PM IST

ବାଲେଶ୍ୱର: ସଦର ଥାନା ଅଧିନ ମହାପଦା ଗାଁରେ ଅଘଟଣ । ପିଉସାର ଛୁରା ମାଡ଼ରେ ପୁତୁରା ଗୁରୁତର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମହାପଦା ଗ୍ରାମର କାହ୍ନୁ ଧଳଙ୍କୁ ପିଉସା କାଳୀଚରଣ ଦାସ ଛୁରା ଓ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘରୋଇ କଳହକୁ ନେଇ ଏମିତି ଘଟଣା ଘଟିଥିବା ଜଣାପଡିଛି । ଅନ୍ୟପକ୍ଷେ ଗୁରୁତର କାହ୍ନୁଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧିନ ମହାପଦା ଗାଁରେ ଅଘଟଣ। ପିଉସାର ଛୁରା ମାଡ଼ରେ ପୁତୁରା ଗୁରୁତର ହୋଇଥିବା ଦେଖିବାକୁ ମିଳିଛି।
ମିଳିଥିବା ଖବର ଅନୁସାରେ, ଗ୍ରାମର କାହ୍ନୁ ଧଳଙ୍କୁ ପିଉସା କାଳୀଚରଣ ଦାସ ଛୁରା ଓ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘରୋଇ କଳହକୁ ନେଇ ଏମିତି ଘଟଣା ଘଟିଥିବା ଜଣାପଡିଛି। ଅନ୍ୟପଟେ ଗୁରୁତର କାହ୍ନୁଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.