ETV Bharat / state

ଗୁଳିମାଡ କରି ଲୁଟିନେଲେ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା - ବାଲେଶ୍ଵର

ଜିଲ୍ଲା ସଦର ଥାନା ଅଧିନସ୍ଥ ବଣପାରିଆ ଛକ ନିକଟରୁ ଗୁଳିକାଣ୍ଡ କରି ଲକ୍ଷାଧିକ ଟଙ୍କା ଲୁଟ୍ । ଜଣେ କମ୍ପାନୀ ଆକାଉଣ୍ଟାଟଙ୍କୁ ଗୁଳିମାଡ କରି ପ୍ରାୟ 3 ଲକ୍ଷ 20 ହଜାର ଟଙ୍କା ଲୁଟ ନେଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଗୁଳିମାଡ କରି ଲୁଟିନେଲେ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

author img

By

Published : Dec 28, 2020, 1:14 PM IST

ବାଲେଶ୍ଵର: ଜିଲ୍ଲା ସଦର ଥାନା ଅଧିନସ୍ଥ ବଣପାରିଆ ଛକ ନିକଟରୁ ଗୁଳିକାଣ୍ଡ କରି ଲକ୍ଷାଧିକ ଟଙ୍କା ଲୁଟ୍ । ଜଣେ କମ୍ପାନୀ ଆକାଉଣ୍ଟାଟଙ୍କୁ ଗୁଳିମାଡ କରି ପ୍ରାୟ 3 ଲକ୍ଷ 20 ହଜାର ଟଙ୍କା ଲୁଟ ନେଇଛନ୍ତି ଦୁର୍ବୃତ୍ତ ।

ଗୁଳିମାଡ କରି ଲୁଟିନେଲେ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ପ୍ରକାଶଥାଉକି, ଜେସିବି କମ୍ପାନୀର ଆକାଉଣ୍ଟାଟ ଅଶୋକ ଜେନା ଓ ଜଣେ ସିକ୍ୟୁରିଟି ଗାର୍ଡ ଟଙ୍କା ଜମା ପାଇଁ ପାଖରେ ଥିବା ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ସେମାନଙ୍କ ପାଖରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ।

ଏହାପରେ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ନେଇଯାଇଥଲେ। ଗୁଳି ଆକାଉଣ୍ଟାଟ ଅଶୋକ ଜେନାଙ୍କ ଗୋଡ଼ରେ ବାଜିଥିବାରୁ ତାଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.