ETV Bharat / state

ମହିଳାଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଏଏସଆଇ ନିଲମ୍ବିତ - sahadev khunta

ଜଣେ ମହିଳାଙ୍କ ଅଭିଯୋଗ ଖଣ୍ଡନ ଓ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାଲେଶ୍ବରର ସହଦେବ ଖୁଣ୍ଟା ଆଦର୍ଶ ଥାନାର ଏଏସଆଇ ନିଲମ୍ବିତ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 2, 2019, 7:46 PM IST

Updated : Jul 2, 2019, 8:21 PM IST

ବାଲେଶ୍ବର: ମହିଳାଙ୍କୁ ଦୁର୍ବବ୍ୟବହାର କରି ଏଏସଆଇ ନିଲମ୍ବିତ । ବୁଧବାର ବାଲେଶ୍ବରର ସହଦେବ ଖୁଣ୍ଟା ଆଦର୍ଶ ଥାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଗତ 3 ଦିନ ତଳେ ଶୋଭାରମପୁର ଅଞ୍ଚଳର ଜୈନିକ ମହିଳାଙ୍କ ଘରେ ତାଙ୍କ ଚାକରାଣୀ କଳାକନା ବୁଲାଇ ସବୁ ସୁନା ଗହଣା ଚୋରି କରିଥିଲେ । ଏ ନେଇ ମହିଳା ଜଣଙ୍କ ସହଦେଵଖୁଣ୍ଟା ଆଦର୍ଶ ଥାନାକୁ ଅଭିଯୋଗ ନେଇ ଆସିଥିଲେ । ହେଲେ ଏଠାରେ ଥିବା ଏଏସଆଇ ରାଜେନ୍ଦ୍ର କୁମାର ନାୟକ ମହିଳାଙ୍କୁ ଚାକରାଣୀର ସମସ୍ତ ତଥ୍ୟ ଦେବାପାଇଁ କହିଥିଲେ । ଏଥିସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ଏହା ପରେ ସେ ଶୁଣାଣି ଶିବିରରେ ଏସପିଙ୍କୁ ଭେଟି ଏଏଆଇଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ । ପରେ ଏସପି ବି.ଯୁଗଳ କିଶୋର କୁମାର ଘଟଣାର ତଦନ୍ତ କରି ଏଏସଆଇ ରାଜେନ୍ଦ୍ର ନାୟକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ନିଲମ୍ବନ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

For testing

Conclusion:
Last Updated : Jul 2, 2019, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.