ETV Bharat / state

ବାଲେଶ୍ବରର 1887 ବୁଥରେ ଆରମ୍ଭ ହୋଇଛି ମକ୍ ପୋଲ

ବାଲେଶ୍ବରର 1887 ବୁଥରେ ଆରମ୍ଭ ହୋଇଛି ମକ୍ ପୋଲ । 7ଟାରୁ ଆରମ୍ଭ ହେବ ମତଦାନ କାର୍ଯ୍ୟକ୍ରମ । ସମସ୍ତ ବୁଥରେ ପୋଲିଂ କର୍ମଚାରୀମାନେ ଇଭିଏମ ଯାଞ୍ଚ କରିବା ସହ ସଠିକ ଭୋଟିଂ ପାଇଁ ପ୍ରୟାସ ଚଳାଇଛନ୍ତି ।

author img

By

Published : Apr 29, 2019, 7:24 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ବାଲେଶ୍ବରର 1887 ବୁଥରେ ଆରମ୍ଭ ହୋଇଛି ମକ୍ ପୋଲ । 7ଟାରୁ ଆରମ୍ଭ ହେବ ମତଦାନ କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଜିଲ୍ଲାର 120ଟି ଆଦର୍ଶ ବୁଥ ହୋଇଥିବାବେଳେ ବାଲେଶ୍ୱର ସହରରେ 15ଟି ଆଦର୍ଶ ବୁଥ ହୋଇଛି । ସମସ୍ତ ବୁଥରେ ପୋଲିଂ କର୍ମଚାରୀମାନେ ଇଭିଏମ ଯାଞ୍ଚ କରିବା ସହ ସଠିକ ଭୋଟିଂ ପାଇଁ ପ୍ରୟାସ ଚଳାଇଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଚେୟାରର ବ୍ୟବସ୍ଥା ସାଙ୍ଗକୁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରର 1887 ବୁଥରେ ଆରମ୍ଭ ହୋଇଛି ମକ ପୋଲ। 7ଟାରୁ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ।

Body:ଜିଲ୍ଲା ର 120ଟି ଆଦର୍ଶ ବୁଥ ହୋଇଥିବା ବେଳେ ବାଲେଶ୍ୱର ସହରରେ 15ଟି ଆଦର୍ଶ ବୁଥ ହୋଇଛି। ସମସ୍ତ ବୁଥରେ ପୋଲିଂ କର୍ମଚାରୀମାନେ ଇଭିଏମ ଯାଞ୍ଚ କରିବା ସହ ଠିକଠାକ ଭୋଟିଂ ପାଇଁ ପ୍ରୟାସ ଚଳାଇଛନ୍ତି। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଚେୟାରର ବ୍ୟବସ୍ଥା ସାଙ୍ଗକୁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡ଼ିଛି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.