ETV Bharat / state

ପାଠ ପଢ଼ିବାକୁ ତାଗିଦ କରିବାରୁ ଘର ଛାଡ଼ି ପଳାଇଥିଲା ନାବାଳକ, ଷ୍ଟେସନରୁ ଉଦ୍ଧାର

ବାଲେଶ୍ଵରରେ ନିଖୋଜ ଥିବା ନାବାଳକ ଉଦ୍ଧାର । ପାଠ ପଢ଼ିବାକୁ ତାଗିଦ କରିବାରୁ ଜୁନ ୧୮ ତାରିଖରୁ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା ନାବାଳକ । ରୁପ୍ସା ଜଙ୍କସନ ପରିସରରେ ଏକାକୀ ଶୋଇଥିବା ଅବସ୍ଥାରେ ଉଦ୍ଧାର କଲା ରେଳବାଇ ପୋଲିସ । ଅଧିକ ପଢ଼ନ୍ତୁ

ପାଠ ପଢ଼ିବାକୁ ତାଗିତ କରିବାରୁ ଘର ଛାଡ଼ି ପଳାଇଥିଲା ନାବାଳକ, ଷ୍ଟେସନରୁ ଉଦ୍ଧାର କଲା ପୋଲିସ

author img

By

Published : Jun 19, 2022, 8:22 PM IST

ବାଲେଶ୍ଵର: ରୁପ୍ସା ଥାନା ଅଞ୍ଚଳର ନିଖୋଜ ଥିବା ନାବାଳକ ଉଦ୍ଧାର । ରୁପ୍ସା ଜଙ୍କସନ ପରିସରରେ ଏକାକୀ ଶୋଇଥିବା ଅବସ୍ଥାରେ ଉଦ୍ଧାର କଲା ରେଳବାଇ ପୋଲିସ । ଜୁନ ୧୮ ତାରିଖରୁ ନିଖୋଜ ଥିଲା ନାବାଳକ ।

ସୂଚନା ଅନୁସାରେ ହାତିଆଡିହା ଗ୍ରାମର ସୁକାନ୍ତ ରାଉତ ପାଠ ପଢ଼ିବାକୁ ନେଇ ତାଙ୍କ ପୁଅକୁ ତାଗିଦ କରିଥିଲେ । ଏହା ପରେ ନାବାଳକଟି ଗତ ଜୁନ ୧୮ ତାରିଖରୁ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନପାଇବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି(ରବିବାର) ରୁପ୍ସା ଜଙ୍କସନରୁ ରେଳବାଇ ପୋଲିସ ତାକୁ ଉଦ୍ଧାର କରି ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲା । ବର୍ତ୍ତମାନ ନାବାଳକକୁ cwcରେ ଛଡା ଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.