ETV Bharat / state

ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲେଶ୍ଵର ଗସ୍ତ

ମନ୍ତ୍ରୀ ପ୍ରତାପ ଜେନା ସୋମବାର ବାଲେଶ୍ଵର ଗସ୍ତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ପ୍ଲାଜମା କଲେକ୍ସନକୁ ବୃଦ୍ଧି କରିବା ପାଇଁ ଗୁରୁତ୍ବାରୋପ କରିଥିଲେ । ଅଧିକ ପଢନ୍ତୁ...

ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲେଶ୍ଵର ଗସ୍ତ
ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲେଶ୍ଵର ଗସ୍ତ
author img

By

Published : Aug 3, 2020, 6:26 PM IST

ବାଲେଶ୍ବର: ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ବାଲେଶ୍ଵର ଗସ୍ତ କରିଛନ୍ତି । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲେଶ୍ଵର ଗସ୍ତ

ବାଲେଶ୍ବର ଜିଲ୍ଲାରେ ମନ୍ତ୍ରୀ ପ୍ରତାପଜେନା ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ତଥା ବାଲେଶ୍ଵର ସହରର ଆନୁସାଙ୍ଗିକ ଭିତ୍ତିଭୂମିକୁ କିଭଳି ଭାବେ ସୁଦୃଢ କରାଯାଇପାରିବ ନେଇ ଆଲୋଚନା କରିଥିଲେ । ବାଲେଶ୍ଵର ଜିଲ୍ଲାରେ କିଭଳି ଭାବେ ପ୍ଲାଜମା କଲେକ୍ସନ କରାଯାଇପାରିବ ନେଇ ଗୁରୁତ୍ବାରୋପ କରାଯାଇଥିଲା । ବାଲେଶ୍ଵର ଜିଲ୍ଲାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ,ସହରରେ ଏକ ସ୍ମାର୍ଟ ପାର୍କ ନିର୍ମାଣ, ଶ୍ମଶାନ ନିର୍ମାଣ, ବିଭିନ୍ନ ଅଞ୍ଚଳକୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.