ETV Bharat / state

ମିଳୁନି ଉଚିତ ମୂଲ୍ୟ, ଧାରଣାରେ ଦୁଗ୍ଧ ଚାଷୀ - strike

କ୍ଷୀରର ଉଚିତ ପାଉଣା ମିଳୁ ନଥିବାରୁ ବାଲିଆପାଳ ବ୍ଲକ ବାମୁଲ ଦୁଗ୍ଧ ଶିତଳୀ କେନ୍ଦ୍ରରେ ଦୁଗ୍ଧ ଚାଷୀମାନେ ଧାରଣାରେ ବସିଛନ୍ତି । ପ୍ରତ୍ୟେକ ଦିନ କ୍ଷୀର ମାନ ପରୀକ୍ଷା କରିବାରେ ଅନୀୟମିତତା ଦର୍ଶାଯାଇ ଚାଷୀ ମାନଙ୍କୁ କମ୍ପାନୀ ପକ୍ଷରୁ ଲୁଟ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲୋଶ୍ବର
author img

By

Published : Jun 26, 2019, 10:13 PM IST

Updated : Jun 26, 2019, 11:03 PM IST

ବାଲେଶ୍ୱର: ବାଲିଆପାଳ ବ୍ଲକ ବାମୁଲ ଦୁଗ୍ଧ ଶିତଳୀ କେନ୍ଦ୍ରରେ ଦୁଗ୍ଧ ଚାଷୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲୋଶ୍ବର

ବାମୁଲ ପକ୍ଷରୁ କରାଯାଇଥିବା ଶିତଳୀ କେନ୍ଦ୍ରରେ ପ୍ରତ୍ୟେକ ଦିନ ୬୦୦୦ ଲିଟର କ୍ଷୀର ବିକ୍ରି କରାଯାଇଥାଏ । ୧୮ଟି ସୋସାଇଟିର ସଦସ୍ୟ ମାନେ ଚାଷୀଙ୍କଠାରୁ କ୍ଷୀର ଆଣି ପ୍ରତ୍ୟେକ ଦିନ ଶିତଳ ଭଣ୍ଡାରରେ ବିକ୍ରି କରିଥାନ୍ତି । କ୍ଷୀର ମାନ ପରୀକ୍ଷା କରିବା ପରେ ସେଥିରେ କଷ୍ଟିକ ସୋଡା ଭଳି ଜୀବନ ହାନିକାରକ କେମିକାଲ ମିଶାଯାଇ ଓମଫେଡ କମ୍ପାନୀକୁ ବିକ୍ରି କରାଯାଉଥିବା ସୂଚନା ମିଳିଛି ।

ପ୍ରତ୍ୟେକ ଦିନ କ୍ଷୀର ମାନ ପରୀକ୍ଷା କରିବା ପରେ ଅନୀୟମିତତା ଦର୍ଶାଇ ଚାଷୀଙ୍କୁ କମ୍ପାନୀ ପକ୍ଷରୁ ଲୁଟ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏପଟେ ଚାଷୀ ମାନେ ଅପମିଶ୍ରଣ କରୁଥିବା କମ୍ପାନୀ ଓଲଟା ଅଭିଯୋଗ କରିଛି ।

ତେବେ ଚାଷୀମାନେ ସେମାନଙ୍କର ଉଚିତ ମୂଲ୍ୟ ପାଇବାକୁ ଦାବି କରି ଶିତଳ ଭଣ୍ଡାର ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବାମୁଲ ଦୁଗ୍ଧ ଶିତଳୀ କେନ୍ଦ୍ରରେ ଦୁଗ୍ଧ ଚାଷୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
Body:ଅଭିଯୋଗ ଅନୁଯାୟୀ, ବାମୁଲ ପକ୍ଷରୁ କରାଯାଇଥିବା ଶିତଳୀ କେନ୍ଦ୍ର ରେ ପ୍ରତ୍ୟେକ ଦିନ ୬୦୦୦ ଲିଟର କ୍ଷୀର ବିକ୍ରି କରାଯାଇଥାଏ । ୧୮ ଟି ସୋସାଇଟି ର ସଦସ୍ୟ ମାନେ ଚାଷୀ ମାନଙ୍କ ଠାରୁ କ୍ଷୀର ଆଣି ପ୍ରତ୍ୟେକଦିନ ଶିତଳ ଭଣ୍ଡାର ରେ ବିକ୍ରି କରିଥାନ୍ତି । ଉକ୍ତ କ୍ଷୀରର ମାନ ପରୀକ୍ଷା କରିବା ପରେ ସେଥି ରେ କଷ୍ଟିକ ସୋଡା ଭଳି ଜୀବନ ହାନିକାରକ କେମିକାଲ ମିଶାଯାଇ ଓମଫେଡ କମ୍ପାନୀ କୁ ବିକ୍ରି କରାଯାଉଥିବା ସୂଚନା ମିଳିଛି। ଚାଷୀମାନଙ୍କ ର କହିବା ଅନୁସାରେ ପ୍ରତ୍ୟେକ ଦିନ କ୍ଷୀର ର ମାନ ପରୀକ୍ଷା କରିବାରେ ଅନୀୟମିତତା ଦର୍ଶାଯାଇ ଚାଷୀ ମାନଙ୍କୁ କମ୍ପାନୀ ପକ୍ଷରୁ ଲୁଟ କରାଯାଉଛି । ଓଲଟା ଚାଷୀ ମାନେ ଅପମିଶ୍ରଣ କରୁଥିବା କମ୍ପାନୀ ଦାବି କରିଛି।

Conclusion:ତେବେ ଚାଷୀ ମାନେ ସେମାନଙ୍କ ର ଉଚିତ ମୂଲ୍ୟ ପାଇବାକୁ ଦାବିକରି ଶିତଳ ଭଣ୍ଡାର ସମ୍ମୁଖରେ ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି।
Last Updated : Jun 26, 2019, 11:03 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.