ETV Bharat / state

ପାଚିକା ସହାୟିକା ସଂଘର ବିକ୍ଷୋଭ - Mid day meal workers union

ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ। ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ ସହ ଦାବି ଉପସ୍ଥାପନା । ଅଧିକ ପଢନ୍ତୁ...

ପାଚିକା ସହାୟିକା ସଂଘର ବିକ୍ଷୋଭ
ପାଚିକା ସହାୟିକା ସଂଘର ବିକ୍ଷୋଭ
author img

By

Published : Dec 29, 2020, 7:58 PM IST

ବାଲେଶ୍ବର: ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ। ସରକାରୀ ନିଷ୍ପତ୍ତି ଅନୁସାରେ ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରାଯିବା ସହ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା।

ପାଚିକା ସହାୟିକାଙ୍କୁ ସରକାରୀ ମାନ୍ୟତା, 28 ମାସର ବକେୟା ଦରମା ପ୍ରଦାନ କରିବା, ସର୍ବନିମ୍ନ ମଜୁରୀ 18 ହଜାର ଟଙ୍କା ଦେବା, ଛଟେଇ ପାଚିକାଙ୍କୁ ପୁନଃନିଯୁକ୍ତି ଦେବା, ବର୍ଷକୁ ଦୁଇଖଣ୍ଡ ଶାଢ଼ୀ ଆଦି ଭଳି ଦାବି ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.