ETV Bharat / state

ରେଳ ବିଭାଗରେ ଚାକିରୀ ଦେବା ନାଁରେ ଠକେଇ, ଜଣେ ଗିରଫ

ରେଳ ବିଭାଗରେ ଚାକିରୀ କରାଇ ଦେବା ନାଁରେ ଜଣେ ଯୁବକଙ୍କ ନିକଟରୁ ୨୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଧିକ ପଢନ୍ତୁ..

author img

By

Published : Feb 12, 2021, 10:09 PM IST

ରେଳ ବିଭାଗରେ ଚାକିରୀ ଦେବା ନାଁରେ ଠକେଇ, ଜଣେ ଗିରଫ
ରେଳ ବିଭାଗରେ ଚାକିରୀ ଦେବା ନାଁରେ ଠକେଇ, ଜଣେ ଗିରଫ

ବାଲେଶ୍ବର: ରେଳ ବିଭାଗରେ ଚାକିରୀ କରାଇ ଦେବା ନାଁରେ ଜଣେ ଯୁବକଙ୍କ ନିକଟରୁ ୨୦ ହଜାର ଟଙ୍କା ଠକେଇ ଅଭିଯୋଗ । ଏହି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବାଲେଶ୍ଵର ରେଳବାଇ ପୋଲିସ।

ମୟୁରଭଞ୍ଜ ବୈଶିଙ୍ଗା ଅଞ୍ଚଳର କାହ୍ନୁ ଚରଣ ମହାପାତ୍ର ନାମକ ଜଣେ ବ୍ୟକ୍ତି ବାଲେଶ୍ବର ବସ୍ତା ଅଞ୍ଚଳର ରାଜେଶ ମୁଦୁଲିଙ୍କୁ ରେଲଓ୍ବେ ମାଲ ଗୋଦାମରେ ଚାକିରୀ କରାଇଦେବା ପାଇଁ 20 ହଜାର ଟଙ୍କା ମାଗିଥିଲେ। ଟଙ୍କା ନେଣଦେଣ ବେଳେ ବାଲେଶ୍ବର ରେଲବାଇ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସ ଟିମ ରୁପ୍ସା ରେଳ ଷ୍ଟେସନରୁ କାହ୍ନୁଚରଣଙ୍କୁ ଗିରଫ କରିବା ସହିତ ୨୦ହଜାର ଟଙ୍କା ଜବତ କରିଛି।

ଅନ୍ୟପଟେ ସମୁଦାୟ 60 ହଜାର ଟଙ୍କା ନେବେ ବୋଲି କାହ୍ନୁଚରଣ ଦାବି କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.