ETV Bharat / state

କାମକୁ ଫେରିଲେ ମାଲଗୋଦାମ ଶ୍ରମିକ - malgodown workers back to work

କୋରୋନା ମୁକାବିଲା ପାଇଁ ସାରାଦେଶ ଲକଡାଉନ ରହିଛି । ଆଉ ଏହି ଦୀର୍ଘ ଦିନର ବ୍ୟବଧାନ ପରେ ବାଲେଶ୍ଵର ରେଳଷ୍ଟେସନ ମାଲ ଗୋଦାମରେ ଶ୍ରମିକମାନେ କାମ ଆରମ୍ଭ କରିଛନ୍ତି।

malgodown workers
ମାଲଗୋଦାମ ଶ୍ରମିକଙ୍କୁ ସାମାନ୍ୟ ଆଶ୍ବସ୍ତୀ
author img

By

Published : Apr 29, 2020, 6:15 PM IST

ବାଲେଶ୍ବର: ଆସନ୍ତା ମେ' 3 ଯାଁଏ ସବୁ ଲକଡାଉନ ଥିବାବେଳେ ମାଲଗୋଦାମ ଶ୍ରମିକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କୋରୋନା ମୁକାବିଲା ପାଇଁ ସାରାଦେଶ ଲକଡାଉନ ରହିଛି । ଆଉ ଏହି ଦୀର୍ଘ ଦିନର ବ୍ୟବଧାନ ପରେ ବାଲେଶ୍ଵର ରେଳଷ୍ଟେସନ ମାଲ ଗୋଦାମରେ ଶ୍ରମିକମାନେ କାମ ଆରମ୍ଭ କରିଛନ୍ତି। ଲକଡାଉନ ସାମାନ୍ୟ କୋହଳ ହେବାପରେ ଶ୍ରମିକମାନେ କାମରେ ଲାଗିଛନ୍ତି।

ମାଲଗୋଦାମ ଶ୍ରମିକଙ୍କୁ ସାମାନ୍ୟ ଆଶ୍ବସ୍ତୀ

ଏକମାସରୁ ଉର୍ଦ୍ଧ୍ବ ସମୟ ଧରି ଶ୍ରମିକମାନେ ହାତବାନ୍ଧି ଘରେ ବସିଥିଲେ । ମାତ୍ର ବୁଧବାରଠାରୁ ସେମାନଙ୍କୁ କାମ ମିଳିଛି। ମାଲଗୋଦାମ ଉପରେ ନିର୍ଭର କରୁଥିବା ଶତାଧିକ ଶ୍ରମିକ ପରିବାର ଲକଡାଉନ ପାଇଁ ଗୁଜୁରାଣ ମେଣ୍ଟାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। କାର୍ଯ୍ୟ ଆରମ୍ଭ ପରେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.