ETV Bharat / state

ନକଲି ମଦ କାରଖାନାରେ ଚଢ଼ାଉ, ମହିଳା ଗିରଫ

author img

By

Published : Jun 2, 2021, 9:52 AM IST

ନକଲି ମଦ କାରଖାନାରେ ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗର ଚଢାଉ । ମଦ ଜବତ ସାଙ୍ଗକୁ ମାମଲାରେ ସମ୍ପୃକ୍ତ ଜଣେ ମହିଳା ଗିରଫ । ଅଧିକ ପଢନ୍ତୁ...

ନକଲି ମଦ କାରଖାନାରେ ଚଢ଼ାଉ, ମହିଳା ଗିରଫ
ନକଲି ମଦ କାରଖାନାରେ ଚଢ଼ାଉ, ମହିଳା ଗିରଫ

ବାଲେଶ୍ଵର: ଜିଲ୍ଲା ଅବକାରୀ ଓ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ନକଲି ମଦ କାରଖାନା ଠାବ । ବିପୁଳ ପରିମାଣର ମଦ ଜବତ କରାଯିବା ସାଙ୍ଗକୁ ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ନକଲି ମଦ କାରଖାନାରେ ଚଢ଼ାଉ, ମହିଳା ଗିରଫ

ସୂଚନା ଅନୁସାରେ, ରେମୁଣା ଥାନା ଗଙ୍ଗପୁର ଅଞ୍ଚଳରେ ନକଲି ମଦ ତିଆରି କରାଯାଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ଖବର ପାଇ ଅବକାରୀ ଟିମ ଚଢ଼ାଉ କରିବାବେଳେ ଏହି କାରବାରରେ ସମ୍ପୃକ୍ତ ମହିଳା କମଳା ପ୍ରଧାନଙ୍କୁ ଗିରଫ କରିଛି । ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି । ମହିଳାଙ୍କ ଠାରୁ 40 ଲିଟର ସ୍ପିରିଟ, 10 କିଲୋ 800 ଲିଟର ନକଲି ବିଦେଶୀ ମଦ, 150ଟି ଖାଲି ବୋତଲ, 1000 କ୍ୟାପ ଏକ ବୋତଲ କାରାମେଲ ଜବତ କରିଛି ଅବକାରୀ ବିଭାଗ ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.