ETV Bharat / state

ମନରେଗା ମଜୁରୀକୁ ନେଇ ଶ୍ରମିକ ଅଶାନ୍ତି

author img

By

Published : Jun 30, 2020, 10:46 PM IST

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଖାଲିନା ପଞ୍ଚାୟତରେ ମନରେଗା ଟଙ୍କାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମନରେଗା ମଜୁରୀକୁ ନେଇ ଶ୍ରମିକ ଅଶାନ୍ତି
ମନରେଗା ମଜୁରୀକୁ ନେଇ ଶ୍ରମିକ ଅଶାନ୍ତି

ବାଲେଶ୍ଵର: ମନରେଗା ଟଙ୍କାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଖାଲିନା ପଞ୍ଚାୟତରେ ଏହି ଉତ୍ତେଜନା ସୃଷ୍ଟି ହୋଇଛି। ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନେ ଟଙ୍କା ପାଇନଥିବା ବେଳେ ପଞ୍ଚାୟତ ଅଫିସରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି।

ମନରେଗା ମଜୁରୀକୁ ନେଇ ଶ୍ରମିକ ଅଶାନ୍ତି

ପ୍ରକୃତ ଶ୍ରମିକମାନେ ଟଙ୍କା ନପାଇ ଅଣଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଉପଯୁକ୍ତ ହିତାଧିକାରୀଙ୍କ ମଜୁରୀ ମିଳିବା ନେଇ ଶ୍ରମିକମାନେ ପଞ୍ଚାୟତ ଅଫିସ ଘେରାଉ କରିଥିଲେ। ବେଶ କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.