ETV Bharat / state

ରବି ଚାଷୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି କଲା କିଷାନ କଂଗ୍ରେସ - paddy

ରବି ଧାନ କିଣାରେ ଯେଉଁଭଳି ଅବ୍ୟବସ୍ଥା ଦେଖାଦେଇଛି ଏହାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ କରିବା ସହ ଚାଷୀଙ୍କ ସମସ୍ତ ବଳକା ଧାନ କ୍ରୟ କରିବା ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ରବି ଚାଷୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି କଲା କିଷାନ କଂଗ୍ରେସ

author img

By

Published : Jun 16, 2021, 8:43 PM IST

ବାଲେଶ୍ଵର: ବର୍ତ୍ତମାନ ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଓ ଚାଷୀଙ୍କ ଟୋକନ, ଆକଳନ ଅନୁଯାୟୀ ଧାନ କିଣିବା ପାଇଁ ମଣ୍ଡିକୁ ଟାର୍ଗେଟ ଦେବାରେ କାଳ କ୍ଷେପଣ ନୀତି ଯୋଗୁଁ ଚାଷୀମାନେ ସମସ୍ୟା ଭୋଗୁଛନ୍ତି । ୟସ୍ ବାତ୍ୟା ଦ୍ବାରା ଅନେକ ଜିଲ୍ଲାରେ ରବି ଫସଲ ବ୍ୟାପକ ପ୍ରଭାବିତ ହୋଇଛି । ଏଥିପାଇଁ ସହାୟତା ତୁରନ୍ତ ପ୍ରଦାନ କରିବାକୁ ଆଜି(ବୁଧବାର) ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଥିଲେ ।

ରବି ଚାଷୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି କଲା କିଷାନ କଂଗ୍ରେସ

ଚାଷୀଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରବି ଧାନ କିଣାରେ ଯେଉଁଭଳି ଅବ୍ୟବସ୍ଥା ଦେଖାଦେଇଛି ଏହାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ କରିବା ସହ ଚାଷୀଙ୍କ ସମସ୍ତ ବଳକା ଧାନ କ୍ରୟ କରିବା ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.