ETV Bharat / state

ବୁଡ ପକାଇ ଡଙ୍ଗା ଭସାଇଲେ ବାଲେଶ୍ବର ବାସୀ - କାର୍ତ୍ତିକପୂର୍ଣ୍ଣିମାରେ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ବାଲେଶ୍ବର ସହର । ବୁଡ ପକାଇ ପୂଣ୍ୟ ଅର୍ଜିଲେ ବ୍ରତଧାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 12, 2019, 9:32 AM IST

Updated : Nov 12, 2019, 10:22 AM IST

ବାଲେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି ବାଲେଶ୍ଵର ବାସୀ । ଗାଁ ଠାରୁ ଆରମ୍ଭ କରି ସହର ଯାଏ ପୂର୍ଣ୍ଣିମା ବୁଡ଼ ପକାଇବା ସହ ଡଙ୍ଗା ଭସାଇଛନ୍ତି ଲୋକମାନେ । ମାସ ଯାକ ଧର୍ମ ପରେ ଆଜି ପବିତ୍ର ସ୍ନାନ କରି ପୁଣ୍ୟଫଳ ଅର୍ଜନ କରୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରର ଚାନ୍ଦିପୁର ଓ ବାଲିଘାଟରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ କାର୍ତ୍ତିକ ପୂର୍ଣ୍ଣିମା ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କଦଳୀ ପାଟୁଆରେ ଡଙ୍ଗା ଭସାଇବାକୁ ଆହ୍ବାନ କରାଯାଇଥିଲେ ମଧ୍ୟ ସୋଲ ନିର୍ମିତ ଡଙ୍ଗା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

Intro:ପବିତ୍ର କାର୍ତ୍ତିକମାସରେ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା କୁ ମନେ ପାକାଇଛନ୍ତି ବାଲେଶ୍ଵର ବାସୀ। ଗାଁ ଠାରୁ ଆରମ୍ଭ କରି ସହର ଯାଏ ପୂର୍ଣ୍ଣିମା ବୁଡ଼ ଲଗାଇବା ସହ ଡଙ୍ଗା ଭସାଇ ଐତିହକୁ ମନେ ପକାଇଥିଲେ।

Body:କାର୍ତ୍ତିକମାସ ସାରା ଲୋକାମାନେ ଆମିଷ ବର୍ଜନ କରି ଆଜି ଧର୍ମ ଅର୍ଜନ ପାଇଁ ଦାନ କରୁଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱରର ଚାନ୍ଦିପୁର ଓ ବାଲିଘାଟରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Conclusion:
Last Updated : Nov 12, 2019, 10:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.