ETV Bharat / state

କାରଗିଲ ଶହୀଦଙ୍କୁ ମନେ ପକାଇଲେ ବାଲେଶ୍ବରବାସୀ - ଶ୍ରଦ୍ଧାଞ୍ଜଳି ଅର୍ପଣ

ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ସାରା ଦେଶ ପାଳୁଛି ଶହୀଦଙ୍କ ସ୍ମୃତିସଭା । ଓଡିଶା ସାମ୍ବାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ କାରଗିଲ ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 26, 2019, 10:12 PM IST

ବାଲେଶ୍ଵର: ଓଡିଶା ସାମ୍ବାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ କାରଗିଲ ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସାମ୍ବାଦିକମାନେ ଫାଣ୍ଡି ଛକରେ ଏକ ଶୋଭାଯାତ୍ରା କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସଂଘର କୋଷାଧ୍ୟକ୍ଷ ତଥା ରାଜ୍ୟ ଓୟୁଜେ କଲ୍ୟାଣ କମିଟି ଅଧ୍ୟକ୍ଷ ଗଙ୍ଗାଧର ରାଉତ, ଅଜିତ ମହାନ୍ତି, ତୃପ୍ତିକାନ୍ତ ପାଢ଼ୀଙ୍କ ସମେତ ବହୁ ସାମ୍ବାଦିକ ଏଥିରେ ସାମିଲ ହୋଇଥିଲେ । ସେହିପରି ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାରଗିଲ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଆଜି ବାଲେଶ୍ଵର ଠାରେ ଓଡିଶା ସାମ୍ବାଦିକ ୟୁ ନିଅନ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ କାର୍ଗିଲ୍ ସହିଦ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସାମ୍ବାଦିକମାନେ ଫାଣ୍ଡିଛକରେ ଏକ ଶୋଭାଯାତ୍ରା କରି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସଂଘର କୋଷାଧ୍ୟକ୍ଷ ତଥା ରାଜ୍ୟ ଓୟୁଜେ କଲ୍ୟାଣ କମିଟି ଅଧ୍ୟକ୍ଷ ଗଙ୍ଗାଧର ରାଉତ, ଅଜିତ ମହାନ୍ତି, ତୃପ୍ତିକାନ୍ତ ପାଢ଼ୀଙ୍କ ସମେତ ବହୁ ସାମ୍ବାଦିକ ଏଥିରେ ସାମିଲ ହୋଇଥିଲେ। ସେହିପରି ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାରଗିଲ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.