ETV Bharat / state

ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ଏସପିଙ୍କୁ ଭେଟିଲେ ମାନବାଧିକାର କର୍ମୀ - ବାଲେଶ୍ବରରେ ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣା

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରିବା ଓ ଚିକିତ୍ସା ବେଳେ ଗୋଡ଼ରେ ବେଡି ପକାଇବା ଘଟଣାକୁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ନିନ୍ଦା କରାଯାଇଛି। ଅଧିକ ପଢ଼ନ୍ତୁ

international human rights council state president meet balasor sp
ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ଏସ୍ପିଙ୍କୁ ଭେଟିଲେ ମାନବାଧିକାର କର୍ମୀ
author img

By

Published : Apr 8, 2022, 2:47 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରିବା ଓ ଚିକିତ୍ସା ବେଳେ ଗୋଡ଼ରେ ବେଡି ପକାଇବା ଘଟଣାକୁ ଚାରିଆଡ଼େ ଦୃଢ଼ ବିରୋଧ କରୁଥିବା ଦେଖାଦେଇଛି।

ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ଏସ୍ପିଙ୍କୁ ଭେଟିଲେ ମାନବାଧିକାର କର୍ମୀ

ଘଟଣାକୁ ନେଇ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ଦାବି କରାଯାଇଛି। ସାମ୍ବାଦିକଙ୍କୁ ବେଡି ପକାଇ ମେଡିକାଲରେ ରଖିବା ଘଟଣାରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଇଛି। ତେଣୁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ଗୁରୁତର ସହ ନେଇ କାଉନସିଲ ପକ୍ଷରୁ ବାଲେଶ୍ବର ଏସ୍ପିଙ୍କୁ ଭେଟି ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି। କାଉନସିଲ ଜିଲ୍ଲା ଶାଖା ପକ୍ଷରୁ ନୀଳଗିରି ଅଞ୍ଚଳକୁ ଯାଇ ସେଠାରେ ତଦନ୍ତ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.