ETV Bharat / state

ପୋଲିସକୁ ମାଡମରା ଘଟଣାରେ ଆଇଏଚଆରସିର ତଦନ୍ତ ଦାବି - minor boys death case in baliapal dhaba

ବାଲିଆପାଳ ଆଇଆଇସିଙ୍କୁ ମାଡମରା ଘଟଣାରେ ତଦନ୍ତ ଦାବି କରିଛି ଆଇଏଚଆରସି । ଏହାକୁ ନେଇ ଏକ 5 ଜଣିଆ ଟିମ ଆଜି ବାଲେଶ୍ବର ଏସପିଙ୍କୁ ଭେଟି ଦାବି ଉପସ୍ଥାପନ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 31, 2019, 9:56 PM IST

ବାଲେଶ୍ବର: ବାଲିଆପାଳର ଏକ ଢ଼ାବାରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହେବା ଘଟଣାରେ ସେଠାକୁ ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଆଇଆଇସିଙ୍କୁ ଉତ୍ତ୍ୟକ୍ତ ଲୋକେ ଗୋଡ଼େଇ ଗୋଡ଼େଇ ମାଡ ମାରିବା ଘଟଣାକୁ ବିରୋଧ କରିଛି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ(ଆଇଏଚଆରସି) । ଏହାକୁ ନେଇ ଏକ 5 ଜଣିଆ ଟିମ ଆଜି ବାଲେଶ୍ବର ଏସପିଙ୍କୁ ଭେଟି ଦାବି ଉପସ୍ଥାପନ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନାବାଳକର ମୃତଦେହ ଢାବାରୁ ଉଦ୍ଧାର ହେବା ପରେ ଉତ୍ୟକ୍ତ ଲୋକେ ଉକ୍ତ ଲୋକେ ଉକ୍ତ ଢାବା ଓ ଢାବା ମାଲିକଙ୍କ ଘର ମଧ୍ୟ ଜାଳି ଦେଇଥିଲେ । ଏହାସହ ସେଠାକୁ ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମଧ୍ୟ ଲୋକମାନେ ମାଡ଼ ମାରିଥିଲେ ।

ଏହି ଘଟଣା ପରେ ବାଲିଆପାଳ ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି । ତେବେ ଘଟଣାର ତଦନ୍ତ କରିବା ସହ ମାଡ଼ ମାରିଥିବା ଲୋକଙ୍କୁ ଗିରଫ ଦାବି କରିଛି ଆଇଏଚଆରସି ର ଏହି ଟିମ। ଏହାସହ ସମ୍ପୃକ୍ତ ଢ଼ାବା ମାଲିକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଢ଼ାବାରେ କାମ କରୁଥିବା ଜଣେ ନାବାଳକର ମୃତ୍ୟୁ ଘଟଣାକୁ ନେଇ ପୋଲିସକୁ ଉତ୍ୟକ୍ତ ଲୋକେ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଆଜି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ(ihrc)ର ଏକ 5 ଜଣିଆ ଟିମ ବାଲେଶ୍ୱର ଏସପି ଙ୍କୁ ଭେଟି ଦାବି ଉପସ୍ଥାପନ କରିଛି।

Body:ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଙ୍କୁ ଲୋକମାନେ ମାଡ଼ ମାରିବା ଘଟଣାକୁ ନେଇ ଏହାର ତଦନ୍ତ ଓ ମାଡ଼ ମାରିଥିବା ଲୋକଙ୍କୁ ଗିରଫ ଦାବି କରିଛି ଏହି ଟିମ। ଏହାସହ ସମ୍ପୃକ୍ତ ଢ଼ାବା ମାଲିକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି।

ବାଇଟ- ସସ୍ମିତା ଦାସ(ସଭାପତି, ihrc, ଓଡିଶା)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.