ETV Bharat / state

ବିଦାୟ ନେଉଛନ୍ତି ମହାମାୟୀ - ଭସାଣି ଯାତ୍ରା

ବିଦାୟ ନେଉଛନ୍ତି ମା' । ପୁଣି ଆର ବର୍ଷକୁ ଅପେକ୍ଷା । ଭକ୍ତ ମା' ଙ୍କୁ ପାଇ ବେଶ ଆନନ୍ଦିତ ହୋଇଥିବା ବେଳେ ମେଲାଣିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ବିଦାୟ ନେଉଛନ୍ତି ମହାମାୟୀ
author img

By

Published : Oct 9, 2019, 12:36 PM IST

ବାଲେଶ୍ବର: ମର୍ତ୍ତ୍ୟ ମଣ୍ଡଳରୁ ଆଜି ବିଦାୟ ନେଉଛନ୍ତି ମା' ଦୁର୍ଗା । ଭକ୍ତ ମା' ଙ୍କୁ ପାଇ ବେଶ ଆନନ୍ଦିତ ହୋଇଥିବା ବେଳେ ମେଲାଣିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଚଳିତବର୍ଷ ବାଲେଶ୍ଵର ସହରର 73ଟି ମଣ୍ଡପରେ ପୂଜା ପାଇଥିଲେ ମା' ଦୁର୍ଗା । ଗତକାଲି(ମଙ୍ଗଳବାର) ବିଜୟା ଦଶମୀରେ ବିଭିନ୍ନ ଆଖଡା ଦଳ ପକ୍ଷରୁ ବାଡ଼ି ଖେଳ ଅନୁଷ୍ଠିତ ହୋଇଥିଲା । ଆଜି(ବୁଧବାର) ସକାଳଠାରୁ ପୁଣି ଆସନ୍ତାକାଲି ପର୍ଯ୍ୟନ୍ତ ମା'ଙ୍କ ଭଷାଣ ଅନୁଷ୍ଠିତ ହେବ ।

ବିଦାୟ ନେଉଛନ୍ତି ମହାମାୟୀ

ସହରର ନୁଣିଆ ଯୋଡି ଓ ବାଲିଘାଟରେ ମା'ଙ୍କ ବିସର୍ଜନ କାର୍ଯ୍ୟ ସମ୍ପାଦିତ ହେବ । ବାଲିଘାଟରେ ବିସର୍ଜନ ପାଇଁ ଏକ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି । ମଣ୍ଡପରୁ ମା'ଙ୍କୁ ନେଇ ଭକ୍ତମାନେ ବିସର୍ଜନ ପାଇଁ ବାହାରି ସାରିଛନ୍ତି । ପ୍ରବଳ ଜନସମାଗମକୁ ଆଖିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ସହରରେ ଡିଜେର ସାଉଣ୍ଡ ମାତ୍ରାଧିକ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ମର୍ତ୍ତ୍ୟ ମଣ୍ଡଳରୁ ଆଜି ବିଦାୟ ନେଇଛନ୍ତି ମା ଦୁର୍ଗା। ଭକ୍ତ ମାଙ୍କୁ ପାଇ ବେଶ ଆନନ୍ଦିତ ହୋଇଥିବା ବେଳେ ମେଲାଣିରେ କୋହ ଭରି ଯାଇଛି।

Body:ବାଲେଶ୍ଵର ସହରର 73ଟି ମଣ୍ଡପରେ ପୂଜା ପାଇଥିଲେ ମା ଦୁର୍ଗା। ଗତକାଲି ବିଜୟା ଦଶମୀ ରେ ବିଭିନ୍ନ ଆଖଡା ଦଳ ପକ୍ଷରୁ ବାଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ଠାରୁ ପୁଣି ଆସନ୍ତାକାଲି ପର୍ଯ୍ୟନ୍ତ ମା ଙ୍କ ଭଷାଣ ଅନୁଷ୍ଠିତ ହେବ। ସହରର ନୁଣିଆ ଯୋଡି ଓ ବାଲିଘାଟରେ ମାଙ୍କ ବିସର୍ଜନ କାର୍ଯ୍ୟ ସମ୍ପାଦିତ ହେବ। ବାଲିଘାଟରେ ବିସର୍ଜନ ପାଇଁ ଏକ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ମଣ୍ଡପରୁ ମାଙ୍କୁ ନେଇ ଭକ୍ତମାନେ ବିସର୍ଜନ ପାଇଁ ବାହାରି ସାରିଛନ୍ତି। ପ୍ରବଳ ଜନସମାଗମକୁ ଆଖିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Conclusion:ତେବେ ସହରରେ ଡିଜେର ସାଉଣ୍ଡ ମାତ୍ରାଧିକ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହୋଇଥିବା ଜଣାପଡିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.