ETV Bharat / state

ବିଦ୍ୟୁତ ଆଘାତରେ ଯୁବକ ଗୁରୁତର

author img

By

Published : Oct 5, 2019, 10:56 PM IST

ବାଲେଶ୍ବର ଶାଳବଣି ଅଞ୍ଚଳରେ 11 କେଭି ବିଦ୍ୟୁତ ସଂଶ୍ପର୍ସରେ ଆସି ଯୁବକ ଗୁରୁତର । ତାଙ୍କୁ ସଙ୍କଟାପନ୍ନ ଅଵସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ବିଦ୍ୟୁତ ଆଘାତ ଲାଗି ଗୁରୁତର ହେଲେ ଯୁବକ । ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାଳବଣି ଅଞ୍ଚଳରେ ଯୁବକ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ସଙ୍କଟାପନ୍ନ ଅଵସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ବାଦ୍ୟୁତ ଆଘାତ ଲାଗି ଗୁରୁତର ହେଲେ ଯୁବକ

ସୂଚନା ଅନୁସାରେ, ଶାଳବଣି ଗ୍ରାମର ସୁବ୍ରତ ଆରୁଖ କୌଣସି କାମରେ ନିଜ ଘର ଛାତ ଉପରକୁ ଯାଇଥିଲେ। ଛାତ ଉପର ଦେଇ ଯାଇଥିବା 11କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଧିନ ଶାଳବଣି ଅଞ୍ଚଳରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ସଙ୍କଟାପନ୍ନ ଅଵସ୍ଥାରେ ଚିକତ୍ସିତ ହେଉଥିବା ଜଣାପଡିଛି।
ସୂଚନା ଅନୁସାରେ, ଶାଳବଣି ଗ୍ରାମର ସୁବ୍ରତ ଆରୁଖ ଆଜି କୌଣସି କାମରେ ନିଜ ଘର ଛାତ ଉପରକୁ ଯାଇଥିଲେ। ଛାତ ଉପର ଦେଇ ଯାଇଥିବା 11କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୁବ୍ରତ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର 99 ପ୍ରତିଶତ ପୋଡି ଯାଇଥିବା ବେଳେ ସେ ଏବେ ଜୀବନ ସହ ସଂଗ୍ରାମ କରୁଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.