ETV Bharat / state

Rail Roko Protest: ଟ୍ରେନ ରହଣି ଦାବିରେ ହଳଦୀପଦା ପ୍ରଗତି ମଞ୍ଚର ୧୨ ଘଣ୍ଟିଆ ରେଳରୋକ - ହଳଦୀପଦା ପ୍ରଗତି ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ରେଳରୋକ

ହଳଦୀପଦା ଷ୍ଟେସନରେ ଭୁବନେଶ୍ଵର-ବାରିପଦା ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ ରହଣି ଦାବିରେ ବାଲେଶ୍ଵର ହଳଦୀପଦା ପ୍ରଗତି ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ରେଳରୋକ । ଅଧିକ ପଢନ୍ତୁ

Rail Roko Protest : ଟ୍ରେନ ରହଣି ଦାବିରେ ହଳଦୀପଦା ପ୍ରଗତି ମଞ୍ଚର ୧୨ ଘଣ୍ଟିଆ ରେଳରୋକ

author img

By

Published : May 9, 2022, 2:10 PM IST

ବାଲେଶ୍ଵର: ଜିଲ୍ଲା ହଳଦୀପଦା ପ୍ରଗତି ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ରେଳରୋକ କରାଯାଇଛି । ହଳଦୀପଦା ଷ୍ଟେସନରେ ଭୁବନେଶ୍ଵର-ବାରିପଦା ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ ରହଣି ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି । ଦାବି ପୁରଣ ନ ହେବାରୁ ହଳଦୀପଦା ପ୍ରଗତି ମଞ୍ଚ ପକ୍ଷରୁ ରେଳରୋକ କରାଯାଇଛି । ସକାଳ ୭ଟା ରୁ ସନ୍ଧ୍ୟା ୭ଟା ଯାଏଁ ରେଳ ରୋକ ଜାରି ରହିବ ବୋଲି ଜଣାପଡିଛି । ଫଳରେ ରେଳ ରୋକ ଯୋଗୁଁ ଏହି ଲାଇନରେ ଯିବାକୁ ଥିବା ବହୁ ଟ୍ରେନ ଟ୍ରାକ୍‌ରେ ଅଟକି ରହିଛି । ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।

Rail Roko Protest : ଟ୍ରେନ ରହଣି ଦାବିରେ ହଳଦୀପଦା ପ୍ରଗତି ମଞ୍ଚର ୧୨ ଘଣ୍ଟିଆ ରେଳରୋକ

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.