ETV Bharat / state

ହୋଲିରେ ରକ୍ତ ଛିଟା ! ଗଣ୍ଡଗୋଳରେ ୩ ଆହତ

ରଙ୍ଗ ଖେଳକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଗୋବିନ୍ଦପୁର ଗାଁର ଘଟଣା । ଅଧିକ ପଢନ୍ତୁ

ହୋଲି ଖେଳକୁ ନେଇ ଗଣ୍ଡଗୋଳ: 3 ଆହତ ମେଡିକାଲରେ ଭର୍ତ୍ତି

author img

By

Published : Mar 19, 2022, 5:50 PM IST

Updated : Mar 19, 2022, 9:15 PM IST

ବାଲେଶ୍ବର: ରଙ୍ଗ ଖେଳକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ଗୋବିନ୍ଦପୁର ଗାଁରେ ରଙ୍ଗ ଖେଳ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଷ୍ଠୀ ଆସି ପାଟିତୁଣ୍ଡ କରିଥିଲେ । କିଛି ସମୟ ପରେ ସେଠାରେ ରାଜନୀତି କଥା କହି ଗଣ୍ଡଗୋଳ ଅଧିକ ବଢିଥିଲା । ପରେ ଘଟଣା ଉଗ୍ରରୂପ ନେଇଥିଲା ।

ହୋଲିରେ ରକ୍ତ ଛିଟା ! ଗଣ୍ଡଗୋଳରେ ୩ ଆହତ

ହାତାହାତି ହେବା ସହିତ ବାଡ଼ିରେ ଆକ୍ରମଣ ହୋଇଥିଲା । ଫଳରେ ତିନି ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 19, 2022, 9:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.