ETV Bharat / state

କୋଭିଡ କଟକଣା ଭିତରେ ପାଳନ ହେଲା ଗୁଡ଼ ଫ୍ରାଇଡେ’

କୋଭିଡ଼ କଟକଣା ମଧ୍ୟରେ ଶୁକ୍ରବାର ବାଲେଶ୍ୱରରେ ଗୁଡ ଫ୍ରାଇ ଡେ ପାଳନ କରାଯାଇଛି । ପ୍ରତିବର୍ଷ ଆଡ଼ମ୍ବର ସହକାରେ ଏହାକୁ ପାଳନ କରାଯାଉଥିବା ବେଳେ କୋରୋନା ପାଇଁ ସୀମିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପର୍ବ ପାଳନ କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Apr 2, 2021, 8:04 PM IST

କୋଭିଡ କଟକଣା ଭିତରେ ପାଳନ ହେଲା ଗୁଡ଼ ଫ୍ରାଇଡେ

ବାଲେଶ୍ବର: କୋଭିଡ଼ କଟକଣା ମଧ୍ୟରେ ଶୁକ୍ରବାର ବାଲେଶ୍ୱରରେ ଗୁଡ ଫ୍ରାଇ ଡେ ପାଳନ କରାଯାଇଛି । ପ୍ରତିବର୍ଷ ଆଡ଼ମ୍ବର ସହକାରେ ଏହାକୁ ପାଳନ କରାଯାଉଥିବା ବେଳେ କୋରୋନା ପାଇଁ ସୀମିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପର୍ବ ପାଳନ କରାଯାଇଥିଲା ।

ଚଳିତ ବର୍ଷ ସରକାରୀ କଟକଣା ଅନୁସାରେ କେବଳ ପ୍ରାର୍ଥନା ସଭା କରାଯାଇଥିଲା । ଏଥିପାଇଁ ଗୁରୁବାର ରାତିରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଗୀର୍ଜାରେ ପ୍ରାର୍ଥନା କରାଯାଇଥିଲା । ଦିନ 12ଟା ପରେ ପ୍ରାର୍ଥନା ଶେଷ ହେବା ପରେ 3ଟା ପରେ କ୍ରୁଶପଥ ଯାତ୍ରା ଆରମ୍ଭ ହୋଇଥିଲା। ଗୀର୍ଜା ନିକଟରେ ଥିବା ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ ପଡିଆରେ ସାମାଜିକ ଦୂରତା ନିୟମ ପାଳନ ସହ ସାମୁହିକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.